ଖୋର୍ଦ୍ଧାରେ କୁକୁଡା ମରା ସରିଛି, ରାଉରକେଲାରେ H5N1 ଭୂତାଣୁ ଚିହ୍ନଟ

ଭୁବନେଶ୍ୱର: ବାର୍ଡ ଫ୍ଲୁ ପ୍ରଭାବାତି ଖୋର୍ଦ୍ଧା ଜିଲ୍ଲା କେରଙ୍ଗ ଗାଁରେ କୁକୁଡା ମରା ଅଭିଯାନ ଶେଷ ହୋଇଛି। ଆଗାମୀ ୩ ମାସ ପର୍ଯ୍ୟନ୍ତ କୁକୁଡା ନ ପାଳିବା ପାଇଁ ଗାଁରେ ମାଇକ ମାଧ୍ୟମରେ ପ୍ରଚାର କରାଯାଇଛି ବୋଲି ଆଜି ପଶୁ ସମ୍ପଦ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି। ସେ କହିଛନ୍ତି,“ରାଉରକେଲା ସିଆଇଏସ୍‌ଏଫ୍‌ କ୍ୟାମ୍ପ ଓ ଆଇଜି ପାର୍କ ଚିଡିଆଖାନାରୁ ସଂଗୃହୀତ ନମୂନାରେ  H5N1 ଭୂତାଣୁ ଚିହ୍ନଟ ହୋଇଛି। ସେଥିପାଇଁ ଚିଡ଼ିଆଖାନାକୁ ଅନିର୍ଦ୍ଦିଷ୍ଟକାଳ କାଳ ପାଇଁ ବନ୍ଦ କରାଯାଇଛି। […]

bishnupada sethi

bishnupada sethi

Rakesh Mallick
  • Published: Tuesday, 03 January 2017
  • Updated: 03 January 2017, 03:38 PM IST

Sports

Latest News

ଭୁବନେଶ୍ୱର: ବାର୍ଡ ଫ୍ଲୁ ପ୍ରଭାବାତି ଖୋର୍ଦ୍ଧା ଜିଲ୍ଲା କେରଙ୍ଗ ଗାଁରେ କୁକୁଡା ମରା ଅଭିଯାନ ଶେଷ ହୋଇଛି। ଆଗାମୀ ୩ ମାସ ପର୍ଯ୍ୟନ୍ତ କୁକୁଡା ନ ପାଳିବା ପାଇଁ ଗାଁରେ ମାଇକ ମାଧ୍ୟମରେ ପ୍ରଚାର କରାଯାଇଛି ବୋଲି ଆଜି ପଶୁ ସମ୍ପଦ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି।

ସେ କହିଛନ୍ତି,“ରାଉରକେଲା ସିଆଇଏସ୍‌ଏଫ୍‌ କ୍ୟାମ୍ପ ଓ ଆଇଜି ପାର୍କ ଚିଡିଆଖାନାରୁ ସଂଗୃହୀତ ନମୂନାରେ  H5N1 ଭୂତାଣୁ ଚିହ୍ନଟ ହୋଇଛି। ସେଥିପାଇଁ ଚିଡ଼ିଆଖାନାକୁ ଅନିର୍ଦ୍ଦିଷ୍ଟକାଳ କାଳ ପାଇଁ ବନ୍ଦ କରାଯାଇଛି।  ତେବେ ରାଉରକେଲାରେ କୌଣସି କୁକୁଡାକୁ ବାର୍ଡ଼ ଫ୍ଲୁ ହୋଇନି। ତଥାପି ପ୍ରଭାବିତ ଅଞ୍ଚଳଠାରୁ ଏକ କିଲୋମିଟର ଦୂରତା ମଧ୍ୟରେ କୁକାଡ଼ ମାଂସ ବିକ୍ରି ନକରିବାକୁ ପରାମର୍ଶ ଦିଆଯାଇଛି।”

ଭୁବନେଶ୍ୱରର ସାଲିଆ ସାହି, କଟକ ଜିଲ୍ଲା ସାଲେପୁର, ଯାଜପୁର ଜିଲ୍ଲାରେ କିଛି ଅଞ୍ଚଳରେ କୁଆ ଓ ବଗ ମରିଥିବା ସମ୍ପର୍କିତ ଏକ ପ୍ରଶ୍ନରରେ ସେ କହିଛନ୍ତି,“ଶୀତ ଯୋଗୁଁ ଅନେକ ସ୍ଥାନରେ କୁଆ ଓ ବଗ ମରି ପଡ଼ୁଛନ୍ତି। ଏ ସମ୍ପର୍କରେ ଆମ ଟିମ୍‌ ସଦସ୍ୟମାନେ ସୂଚନା ପାଇଁ ନମୁନା ସଂଗ୍ରହ କରି ଯାଞ୍ଚ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ବାର୍ଡ ଫ୍ଲୁ ଭୁତାଣୁ ମିଳିନି। ଯେଉଁଠି ଏକ ସଙ୍ଗେ ବହୁ ଚଢ଼େଇ ମରି ପଡ଼ିଥିବେ ସେଠାରେ ବାର୍ଡ଼ ଫ୍ଲୁ ହୋଇଥିବା ଅନୁମାନ କରାଯାଇପାରେ। ଭଦ୍ରକରେ ରାନୀକ୍ଷେତ ରୋଗରେ କୁକୁଡ଼ାଙ୍କ ମୃତ୍ୟୁ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story