ଇଞ୍ଚେ ଜମି ପାଇଁ ବଡ଼ଭାଇ ଉପରେ ବୋମା ପକାଇଲା ସାନ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ରକ୍ତ ସମ୍ପର୍କରେ ଲାଗିଛି ରକ୍ତ ଛିଟା। ଗୋଟିଏ ମାଆ ପେଟରୁ ଜନ୍ମ ହୋଇଥିବା ଭାଇ ସାଜିଛି ଭଗାରୀ। ମୁଠାଏ ଜମି ପାଇଁ ଭୋଇ ଉପରେ ଭାଇ ପକାଇଛି ବୋମା। ସେପଟେ ଘରେ ସାମାନ୍ୟ ଝଗଡାକୁ ନେଇ ମା’ ସମାନ ଖୁଡିକୁ ହାଣି ପୁତୁରାର ହାତ ରକ୍ତ ରଞ୍ଜିତ ହୋଇଛି। ଉଭୟ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ଜଟଣୀ ଅଞ୍ଚଳରେ। ଜମିବାଡିକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ଆଜି […]

khurda murder

khurda murder

Rakesh Mallick
  • Published: Friday, 02 February 2018
  • Updated: 02 February 2018, 09:48 PM IST

Sports

Latest News

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ରକ୍ତ ସମ୍ପର୍କରେ ଲାଗିଛି ରକ୍ତ ଛିଟା। ଗୋଟିଏ ମାଆ ପେଟରୁ ଜନ୍ମ ହୋଇଥିବା ଭାଇ ସାଜିଛି ଭଗାରୀ। ମୁଠାଏ ଜମି ପାଇଁ ଭୋଇ ଉପରେ ଭାଇ ପକାଇଛି ବୋମା। ସେପଟେ ଘରେ ସାମାନ୍ୟ ଝଗଡାକୁ ନେଇ ମା’ ସମାନ ଖୁଡିକୁ ହାଣି ପୁତୁରାର ହାତ ରକ୍ତ ରଞ୍ଜିତ ହୋଇଛି। ଉଭୟ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ଜଟଣୀ ଅଞ୍ଚଳରେ।

ଜମିବାଡିକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ଆଜି ଅପରାହ୍ନ ୫ଟା ବେଳେ ହଠାତ୍ ସାନ ଭାଇ ପାଣ୍ଡବ ସେଠୀ, ତାଙ୍କ ବଡ ଭାଇ ଗଙ୍ଗାଧରଙ୍କ ଉପରକୁ ବୋମା ପକାଇଥିଲା। ଫଳରେ ଘଟଣାସ୍ଥଳରେ ବଡଭାଇ ଗଙ୍ଗାଧର ସେଠୀଙ୍କର ମୃତ୍ୟୁ ହୋଇଥିଲା। ଗଙ୍ଗାଧରଙ୍କ ପୁଅ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ପାଣ୍ଡବ ବୋମା ପକାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ମୃତକଙ୍କ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ପଚରାଉଚରା ଚଳାଇଛି।

ପାରିବାରିକ କଳହରୁ ଖୁଡ଼଼ିକୁ ହତ୍ୟା କଲା ପୁତୁରା। ଜଟଣୀ ଥାନା ରାମଚନ୍ଦ୍ରପୁର ବଜାରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଲେ ସବିତା ସ୍ୱାଇଁ। କୌଣସି କାରଣରୁ ସବିତାଙ୍କ ଅଭିଯୁକ୍ତର ମାଆଙ୍କ ସହ କଳି ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସବିତାଙ୍କ ପୁତୁରା ବିକାଶ ସ୍ୱାଇଁ ତାଙ୍କୁ ଛୁରିରେ ଭୁଷି ଦେଇଥିଲେ। ଗୁରୁତର ଅବସ୍ଥାରେ ସବିତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଭିଯୁକ୍ତ ପୁତୁରା ଫେରାର ଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story