ଲଗାଣ ବର୍ଷା ଯୋଗୁଁ ଜଟଣୀ ଓ ପୁରୀ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ

ଖୋର୍ଦ୍ଧା: ଲଘୁଚାପ ବର୍ଷା ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ଜଟଣୀ-ପିପିଲି ରାସ୍ତାର କୁଦିଆରୀ ରେଲୱେ ଓଭରବ୍ରିଜ୍‌ ତଳେ ପାଣି ଜମି ରହିଛି। ଫଳରେ ଜଟଣୀ-ପୁରୀ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଓଭରବ୍ରିଜ୍‌ ତଳେ ୧୦ ଫୁଟ୍‌ ଉଚ୍ଚର ବର୍ଷା ପାଣି ଜମି ରହିଛି। ଜଳ ନିଷ୍କାସନ ପାଇଁ ରେଳବାଇ ଓ ଦମକଳ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏବେ ବି ବର୍ଷା ଲାଗି ରହିଥିବାରୁ ଜଟଣୀ ଓ ପୁରୀ ରାସ୍ତାରେ ଗାଡ଼ି ଚଳାଚଳକୁ ବନ୍ଦ ରଖାଯାଇଛି।

 

 

ଆହୁରି ପଢ଼ନ୍ତୁ

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ବନ୍ଧୁ ପପୁଙ୍କୁ ଘନଘନ ଜେରା

ସେ ଝିଅର ବୟଫ୍ରେଣ୍ଡ ମୋତେ ଫସାଇଦେଲା

ଅବସର ପରେ ପୁନଃ ନିଯୁକ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ନାପସନ୍ଦ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ରାଉରକେଲାରେ କୋଭିଡ୍ କେୟାର ଓ ଟିଏମ୍‌ସି ସେଣ୍ଟରରେ ବେଡ୍ ବଢ଼ିଲା

କରୋନା: ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ମିଳିବ ଦୈନିକ ୨୪୦ଟଙ୍କାର ଖାଦ୍ୟ ଭତ୍ତା

ଖଣି ପାଇଁ ପଦା ହେବାକୁ ଯାଉଛି ଶାଳ ଜଙ୍ଗଲ

କଂଗ୍ରେସରେ ପୁଣି ସକ୍ରିୟ ହେଲେ ଚିରଞ୍ଜିବ

୧୮ ନେତ୍ରୀଙ୍କୁ ଜିଲ୍ଲା ମହିଳା ସଂଗଠନ ଦାୟିତ୍ୱ ଦେଲା ବିଜେଡି

ମୋ ପାଇଁ ଏ ଦ୍ୱାର କାହିଁକି ବନ୍ଦ ? ମୁଁ ବଞ୍ଚିବାକୁ ଚାହେଁ…

ବ୍ରହ୍ମପୁର ଟାଉନ୍‌ ପ୍ରବେଶ ପଥ ସିଲ୍‌

ସରକାର ଦେଲେ ଅନୁମତି: ଖୋଲିପାରିବେ କୋଭିଡ୍ କେୟାର ହୋମ୍ ଓ ସେଣ୍ଟର

ଥାନାରୁ ଚମ୍ପଟ୍‌ ମାରୁଥିଲା ଦୁଷ୍କର୍ମ ଅଭିଯୁକ୍ତ, ଚଢ଼ିଗଲା ଟ୍ରକ