ଭିଣୋଇ ଗୁଳିରେ ଶାଳକ ମୃତ

ଖୋର୍ଦ୍ଧା: ପାରିବାରିକ କଳହର କରୁଣ ପରିଣତି। ଭିଣୋଇର ଗୁଳିମାଡ଼ରେ ଶାଳକର ମୃତ୍ୟୁ। ଘଟଣାଟି ଘଟିଛି ଖୋର୍ଦ୍ଧାର ପିଚୁକୁଳି ନିକଟରେ। ମୃତକଙ୍କ ନାଁ ସଞ୍ଜୟ ପଣ୍ଡା। ଅଭିଯୋଗ ଅନୁଯାୟୀ, ନୟାଗଡ଼ରେ ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ରଚିତା ପଣ୍ଡା ଓ ତାଙ୍କ ସ୍ୱାମୀ ସୁନୀଲ ପରିଡ଼ାଙ୍କ ମଧ୍ୟରେ ମନାନ୍ତର ହୋଇଥିଲା। ଉଭୟ ଅଲଗା ରହୁଥିଲେ। ଆଜି ସନ୍ଧ୍ୟାରେ ରଚିତା ତାଙ୍କ ମାମୁଁ ପୁଅ ଭାଇ ସଞ୍ଜୟଙ୍କ ସହ ଭୁବନେଶ୍ୱରରୁ ବାଇକ୍‌ରେ ଫେରୁଥିବା ବେଳେ ପିଚୁକୁଳି ନିକଟରେ ତାଙ୍କ […]

khurdha1

khurdha1

Rakesh Mallick
  • Published: Sunday, 27 November 2016
  • Updated: 27 November 2016, 09:18 PM IST

Sports

Latest News

ଖୋର୍ଦ୍ଧା: ପାରିବାରିକ କଳହର କରୁଣ ପରିଣତି। ଭିଣୋଇର ଗୁଳିମାଡ଼ରେ ଶାଳକର ମୃତ୍ୟୁ। ଘଟଣାଟି ଘଟିଛି ଖୋର୍ଦ୍ଧାର ପିଚୁକୁଳି ନିକଟରେ। ମୃତକଙ୍କ ନାଁ ସଞ୍ଜୟ ପଣ୍ଡା।

ଅଭିଯୋଗ ଅନୁଯାୟୀ, ନୟାଗଡ଼ରେ ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ରଚିତା ପଣ୍ଡା ଓ ତାଙ୍କ ସ୍ୱାମୀ ସୁନୀଲ ପରିଡ଼ାଙ୍କ ମଧ୍ୟରେ ମନାନ୍ତର ହୋଇଥିଲା। ଉଭୟ ଅଲଗା ରହୁଥିଲେ। ଆଜି ସନ୍ଧ୍ୟାରେ ରଚିତା ତାଙ୍କ ମାମୁଁ ପୁଅ ଭାଇ ସଞ୍ଜୟଙ୍କ ସହ ଭୁବନେଶ୍ୱରରୁ ବାଇକ୍‌ରେ ଫେରୁଥିବା ବେଳେ ପିଚୁକୁଳି ନିକଟରେ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା। ଖୋର୍ଦ୍ଧା ଏସ୍‌ପିଙ୍କ ନିକଟରେ ରଚିତା ଅଭିଯୋଗ କରିଛନ୍ତି ଯେ ସୁନୀଲ ଓ ତାଙ୍କର ଦୁଇ ଜଣ ସହଯୋଗୀ ବାଇକ୍‌ରେ ଆସି ସେମାନଙ୍କ ଉପରକୁ ଗୁଳି ଚଳାଇ ଥିଲେ।

ଏହି ଗୁଳିକାଣ୍ଡରେ ରଚିତା ବି ଆହତ ହୋଇଛନ୍ତି।

ଘଟଣା ପରେ ଅଭିଯୁକ୍ତ ସୁନୀଲ ଫେରାର ହୋଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story