ଝାଡ଼ାବାନ୍ତି ନେଲା ୪ ଜୀବନ!

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଖୁରିଗାଁରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ଗତ ୨ ଦିନରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ସେମାନଙ୍କୁ କାଶିପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଭ୍ରାମ୍ୟାମଣ ସ୍ୱାସ୍ଥ୍ୟକେନ୍ଦ୍ର ଟିମ୍‌ ଗାଁରେ ପହଞ୍ଚି ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା କରୁଛି। ଝାଡ଼ାବାନ୍ତିରୁ ମୁକ୍ତି ପାଇବା ପାଇଁ ଗାଁ ଲୋକଙ୍କୁ ସଚେତନତା କରାଯାଉଥିବା ଜଣାପଡ଼ିଛି। ଝାଡ଼ାବାନ୍ତିରେ ଗତକାଲି […]

Rayagada

Rayagada

Rakesh Mallick
  • Published: Friday, 22 September 2017
  • Updated: 22 September 2017, 05:23 PM IST

Sports

Latest News

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଖୁରିଗାଁରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ଗତ ୨ ଦିନରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ସେମାନଙ୍କୁ କାଶିପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଭ୍ରାମ୍ୟାମଣ ସ୍ୱାସ୍ଥ୍ୟକେନ୍ଦ୍ର ଟିମ୍‌ ଗାଁରେ ପହଞ୍ଚି ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା କରୁଛି। ଝାଡ଼ାବାନ୍ତିରୁ ମୁକ୍ତି ପାଇବା ପାଇଁ ଗାଁ ଲୋକଙ୍କୁ ସଚେତନତା କରାଯାଉଥିବା ଜଣାପଡ଼ିଛି।

ଝାଡ଼ାବାନ୍ତିରେ ଗତକାଲି ଖୁରିଗାଁ ପଞ୍ଚାୟତ ଜ୍ୟୋତିଗୁଡ଼ାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଜି ଖୁରିଗାଁରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story