କ୍ଷତିପୂରଣ ଦାବିରେ ଭୂଷଣ କମ୍ପାନୀର ପାଚେରୀ ନିର୍ମାଣକୁ ବିରୋଧ

ଢେଙ୍କାନାଳ: ମେରୁମୁଣ୍ଡଳୀ ସ୍ଥିତ ଭୂଷଣ କାରଖାନାରେ ପାଚେରୀ ନିର୍ମାଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। କ୍ଷତିପୂରଣ ମିଳି ନ ଥିବାରୁ ସ୍ଥାନୀୟ ସରପା ରଘୁନାଥପୁର ଗ୍ରାମବାସୀ ପାଚେରୀ ନିର୍ମାଣକୁ ବିରୋଧ କରିଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। କାରଖାନା ପାଚେରୀ କରିବାକୁ କମ୍ପାନୀ ୩୪ ଏକର ଜମି ଦଖଲକୁ ନେଇଛି। ହେଲେ କମ୍ପାନୀ ଜମିର ଉଚିତ ମୂଲ୍ୟ ଦେଇ ନ ଥିବା ଅଞ୍ଚଳବାସୀ ଅଭିଯୋଗ […]

denkanal

denkanal

Rakesh Mallick
  • Published: Sunday, 24 April 2016
  • Updated: 24 April 2016, 05:36 PM IST

Sports

Latest News

denkanalଢେଙ୍କାନାଳ: ମେରୁମୁଣ୍ଡଳୀ ସ୍ଥିତ ଭୂଷଣ କାରଖାନାରେ ପାଚେରୀ ନିର୍ମାଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। କ୍ଷତିପୂରଣ ମିଳି ନ ଥିବାରୁ ସ୍ଥାନୀୟ ସରପା ରଘୁନାଥପୁର ଗ୍ରାମବାସୀ ପାଚେରୀ ନିର୍ମାଣକୁ ବିରୋଧ କରିଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

କାରଖାନା ପାଚେରୀ କରିବାକୁ କମ୍ପାନୀ ୩୪ ଏକର ଜମି ଦଖଲକୁ ନେଇଛି। ହେଲେ କମ୍ପାନୀ ଜମିର ଉଚିତ ମୂଲ୍ୟ ଦେଇ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଲୋକଙ୍କ ସହ ଆଲୋଚନା କରି ଜମିର ଉଚିତ ମୂଲ୍ୟ ଦେବାକୁ କମ୍ପାନୀ କର୍ତ୍ତୃପକ୍ଷକୁ ନିର୍ଦ୍ଦେଶ ଦିଆଯାଇଛି। ଶୀଘ୍ର କମ୍ପାନୀ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story