କିଟ୍, କିସ୍ ଓ କିମ୍ସ କରିଛି ପରିବେଶ ଆଇନ୍ ଉଲ୍ଲଙ୍ଘନ!, ସରକାର କରିବେ ତଦନ୍ତ

ଭୁବନେଶ୍ୱର: କିଟ୍, କିସ୍ ଓ କିମ୍ସ ଦ୍ୱାରା ପରିବେଶ ଆଇନ୍ ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛି ଜଙ୍ଗଲ ଓ ପରିବେଶ ବିଭାଗ। ଏହି ତିନି ସଂସ୍ଥାର ବେଆଇନ ନିର୍ମାଣ ଦ୍ୱାରା ପରିବେଶ ଅସନ୍ତୁଲନ ସୃଷ୍ଟି ହୋଇଥିବା ଆବେଦନକାରୀ ସୁବାସ ମହାପାତ୍ର  ଦର୍ଶାଇଥିଲେ। ଏସଂପର୍କରେ ଅନୁଧ୍ୟାନ କରିବା ଲାଗି ଜଙ୍ଗଲ ଓ ପରିବେଶ ବିଭାଗ ସ୍ୱତନ୍ତ୍ର ସଚିବ ଦେବୀଦତ୍ତ ବିଶ୍ୱାଳ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି କୌଣସି ନିର୍ଦ୍ଦେଶନାମା ସେମାନଙ୍କ ନିକଟରେ ପହଞ୍ଚି […]

kims

kims

Rakesh Mallick
  • Published: Tuesday, 16 May 2017
  • Updated: 16 May 2017, 10:05 PM IST

Sports

Latest News

ଭୁବନେଶ୍ୱର: କିଟ୍, କିସ୍ ଓ କିମ୍ସ ଦ୍ୱାରା ପରିବେଶ ଆଇନ୍ ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛି ଜଙ୍ଗଲ ଓ ପରିବେଶ ବିଭାଗ। ଏହି ତିନି ସଂସ୍ଥାର ବେଆଇନ ନିର୍ମାଣ ଦ୍ୱାରା ପରିବେଶ ଅସନ୍ତୁଲନ ସୃଷ୍ଟି ହୋଇଥିବା ଆବେଦନକାରୀ ସୁବାସ ମହାପାତ୍ର  ଦର୍ଶାଇଥିଲେ। ଏସଂପର୍କରେ ଅନୁଧ୍ୟାନ କରିବା ଲାଗି ଜଙ୍ଗଲ ଓ ପରିବେଶ ବିଭାଗ ସ୍ୱତନ୍ତ୍ର ସଚିବ ଦେବୀଦତ୍ତ ବିଶ୍ୱାଳ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି କୌଣସି ନିର୍ଦ୍ଦେଶନାମା ସେମାନଙ୍କ ନିକଟରେ ପହଞ୍ଚି ନ ଥିବାରୁ କୌଣସି ପ୍ରତିକ୍ରିୟା ଦେଇ ହେବ ନାହିଁ ବୋଲି କିଟ୍, କିସ୍ ଓ କିମ୍ସ କର୍ତ୍ତୃପକ୍ଷ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story