୧୨ ଫୁଟ ଲମ୍ବର ଅଜଗର ଉଦ୍ଧାର

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ପସରବିନ୍ଧା ଗାଁରେ ୧୨ ଫୁଟ ଲମ୍ବର ଏକ ଅଜଗର ସାପକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ଯାହାର ଓଜନ ୨୦ କିଲୋଗ୍ରାମରୁ ଅଧିକ ହେବ। ସୂଚନା ଅନୁଯାୟୀ, ପସରବିନ୍ଧା ଗ୍ରାମର କିଛି ଲୋକେ ଆଜି ସକାଳୁ ବିଲକୁ କାମ କରିବା ପାଇଁ ଯାଇଥିଲେ। ଏହି ସମୟରେ ଏକ ଅଜଗର ସାପ ଦେଖିଥିଲେ । ପରେ ଅଜଗରକୁ ଉଦ୍ଧାର କରି ଏକ  ଜାଲି ଭିତରେ ରଖି ଭୋଗରାଇ ବନ ବିଭାଗକୁ […]

snake

snake

Tapaswini Nayak
  • Published: Monday, 21 September 2020
  • Updated: 21 September 2020, 02:37 PM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ପସରବିନ୍ଧା ଗାଁରେ ୧୨ ଫୁଟ ଲମ୍ବର ଏକ ଅଜଗର ସାପକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ଯାହାର ଓଜନ ୨୦ କିଲୋଗ୍ରାମରୁ ଅଧିକ ହେବ।

ସୂଚନା ଅନୁଯାୟୀ, ପସରବିନ୍ଧା ଗ୍ରାମର କିଛି ଲୋକେ ଆଜି ସକାଳୁ ବିଲକୁ କାମ କରିବା ପାଇଁ ଯାଇଥିଲେ। ଏହି ସମୟରେ ଏକ ଅଜଗର ସାପ ଦେଖିଥିଲେ । ପରେ ଅଜଗରକୁ ଉଦ୍ଧାର କରି ଏକ  ଜାଲି ଭିତରେ ରଖି ଭୋଗରାଇ ବନ ବିଭାଗକୁ ଗ୍ରାମବାସୀ ଖବର ଦେଇଥିଲେ। ବନ ବିଭାଗ ପହଞ୍ଚି ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story