ଉଦ୍‌ଘାଟିତ ହେଲା କୋଣାର୍କ ମହୋତ୍ସବ

କୋଣାର୍କ(ସଞ୍ଜୟ ପତି): ମହାମାରୀ କରୋନା ଭିତରେ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ କୋଣାର୍କ ମହୋତ୍ସବ ଆରମ୍ଭ ହୋଇଛି। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପାରମ୍ପରିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ମହୋତ୍ସବକୁ ଉଦ୍‌ଘାଟନ କରିଥିବା ବେଳେ ଭିଡିଓ ବାର୍ତ୍ତା ଜାରି କରି ମହୋତ୍ସବର ସଫଳତା କାମ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଦ୍ୱାରା ଓଡ଼ିଶୀ ଏବଂ ଚେନ୍ନାଇର କଳାକାରଙ୍କ ଦ୍ୱାରା ଭାରତନାଟ୍ୟମ୍ ନୃତ୍ୟ ପରିବେଷିତ ହୋଇଥିଲା। ଭାରତନାଟ୍ୟମ୍ ଶୈଳୀରେ ଓମ୍ […]

konark

konark

Tapaswini Nayak
  • Published: Wednesday, 02 December 2020
  • Updated: 02 December 2020, 09:46 PM IST

Sports

Latest News

କୋଣାର୍କ(ସଞ୍ଜୟ ପତି): ମହାମାରୀ କରୋନା ଭିତରେ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ କୋଣାର୍କ ମହୋତ୍ସବ ଆରମ୍ଭ ହୋଇଛି। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପାରମ୍ପରିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ମହୋତ୍ସବକୁ ଉଦ୍‌ଘାଟନ କରିଥିବା ବେଳେ ଭିଡିଓ ବାର୍ତ୍ତା ଜାରି କରି ମହୋତ୍ସବର ସଫଳତା କାମ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରଥମ ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଦ୍ୱାରା ଓଡ଼ିଶୀ ଏବଂ ଚେନ୍ନାଇର କଳାକାରଙ୍କ ଦ୍ୱାରା ଭାରତନାଟ୍ୟମ୍ ନୃତ୍ୟ ପରିବେଷିତ ହୋଇଥିଲା। ଭାରତନାଟ୍ୟମ୍ ଶୈଳୀରେ ଓମ୍ ନମଃ ଶିବାୟରେ ଶିବ ଆରାଧନା ନୃତ୍ୟାଭିନୟ ପ୍ରଥମ ସନ୍ଧ୍ୟାର ମଞ୍ଚକୁ ଶିବମୟ କରିଦେଇଥିଲା।

ସେହିପରି ଚନ୍ଦ୍ରଭାଗା ବେଳାଭୂମିରେ କରୋନା କଟକଣା ମଧ୍ୟରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ପ୍ରଦର୍ଶିତ ହୋଇଛି। ପ୍ରଥମ ଦିନରେ କରୋନା ମହାମାରୀ ଉପରେ ସଚେତନତା ବିଷୟ ନେଇ ବାଲୁକା ଶିଳ୍ପୀମାନେ କଳା ପ୍ରଦର୍ଶନ କରିଥିଲେ। ଚଳିତବର୍ଷ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ୨୦ଟି ଷ୍ଟଲ ଖୋଲାଯାଇଛି ୫ ଦିନ ବ୍ୟାପୀ ଉଭୟ କୋଣାର୍କ ମହୋତ୍ସବ ଓ ବାଲୁକା କଳା ଉତ୍ସବ ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story