ଘୁଷୁରି ପ୍ରବେଶ ରୋକିବା ପାଇଁ ­କୋରାପୁଟ-ମାଲକାନଗିରି ସୀମାରେ ହେବ ଚେକ୍‌ପୋଷ୍ଟ

କୋରାପୁଟ: ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ରୋଗ ନିୟନ୍ତ୍ରଣ ପାଇଁ କୋରାପୁଟ୍‌ର ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା କରାଯିବ। ସନ୍ଧ୍ୟା ପରେ ପିଲାମାନଙ୍କୁ ଘର ବାହାରକୁ ନ ଛାଡ଼ିବାକୁ ଗାଁ ଲୋକଙ୍କୁ ପରାମର୍ଶ ଦିଆଯିବ। ସ୍କୁଲ ଖୋଲିରେ ପିଲାମାନଙ୍କ ଯତ୍ନ ନିଆଯିବ। ମାଲକାନଗିରି ଜିଲ୍ଲାରୁ ସୀମାନ୍ତ କୋରାପୁଟ ଅଞ୍ଚଳକୁ ଘୁଷୁରି ଯେପରି ନ ଆସିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି। ସୀମାବର୍ତ୍ତୀ ଅଞ୍ଚଳରେ ୧୦ ଦିନ ପାଇଁ ଚେକ୍‌ ପୋଷ୍ଟ ନିର୍ମାଣ କରାଯିବ। ଘୁଷୁରିଙ୍କୁ ଜନବସତିଠାରୁ ଦୂରରେ ରଖିବାକୁ ଲୋକଙ୍କୁ ବୁଝାଯିବ ବୋଲି […]

korapur review

korapur review

Rakesh Mallick
  • Published: Wednesday, 12 October 2016
  • Updated: 13 October 2016, 07:14 AM IST

Sports

Latest News

କୋରାପୁଟ: ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ରୋଗ ନିୟନ୍ତ୍ରଣ ପାଇଁ କୋରାପୁଟ୍‌ର ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା କରାଯିବ। ସନ୍ଧ୍ୟା ପରେ ପିଲାମାନଙ୍କୁ ଘର ବାହାରକୁ ନ ଛାଡ଼ିବାକୁ ଗାଁ ଲୋକଙ୍କୁ ପରାମର୍ଶ ଦିଆଯିବ। ସ୍କୁଲ ଖୋଲିରେ ପିଲାମାନଙ୍କ ଯତ୍ନ ନିଆଯିବ। ମାଲକାନଗିରି ଜିଲ୍ଲାରୁ ସୀମାନ୍ତ କୋରାପୁଟ ଅଞ୍ଚଳକୁ ଘୁଷୁରି ଯେପରି ନ ଆସିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି। ସୀମାବର୍ତ୍ତୀ ଅଞ୍ଚଳରେ ୧୦ ଦିନ ପାଇଁ ଚେକ୍‌ ପୋଷ୍ଟ ନିର୍ମାଣ କରାଯିବ। ଘୁଷୁରିଙ୍କୁ ଜନବସତିଠାରୁ ଦୂରରେ ରଖିବାକୁ ଲୋକଙ୍କୁ ବୁଝାଯିବ ବୋଲି ଆଜି ବସିଥିବା ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଜାପାନିଜ୍‌ ଏନ୍‌ସେଫାଲାଟିସ୍‌ ରୋଗ ନିୟନ୍ତ୍ରଣ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଆଜି କୋରାପୁଟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଛି। ଏଥିରେ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ଯୋଗଦେଇ ରୋଗ ନିୟନ୍ତ୍ରଣ ଉପରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।

ଆରତୀ ଆହୁଜା କହିଛନ୍ତି,“ଗାଁର ପରିବେଶ ସ୍ୱଚ୍ଛା ରଖିବା ଓ ଘୁଷୁରିକୁ ଗାଁଠରୁ ଦୂରରେ ରଖିବା ପାଇଁ ଲୋକଙ୍କୁ ବୁଝାଇବୁ। ପ୍ରଭାବିତ ଅଞ୍ଚଳରେ ଫଗିଂ ଓ ଅନ୍ୟାନ୍ୟ  କାର୍ଯ୍ୟକ୍ରମ କରାଯାଉଛି।”

ଜିଲ୍ଲାପାଳ ଭି. ଜୟକୁମାର କହିଛନ୍ତି,“ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ। ସନ୍ଧ୍ୟାବେଳେ ଛୋଟ ପିଲାମାନଙ୍କୁ ଘରେ ରଖିବାକୁ ପରାମର୍ଶ ଦିଅରଯିବ। ଏବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି।”

କୋରାପୁଟ୍‌ ଜିଲ୍ଲାରେ ଏହି ରୋଗରେ ଜଣେ ପିଲାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଘୁଷୁରି ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story