୧୦ ଦିନ ପରେ ମୁକ୍ତ ହେଲେ ଦୁଇ ଅଟକ

ଜୟପୁର: ମଇଁଷି ଚୋରି ଅଭିଯୋଗରେ ୧୦ ଦିନ ହେଲା ଅଟକ ଥିବା ୨ଜଣ ମୁକ୍ତ ହୋଇଛନ୍ତି। ପୋଲିସ୍‌ ସେମନଙ୍କୁ ବୈପାରୀଗୁଡ଼ା ବିରିଗୁଡ଼ା ଗାଁରୁ ଉଦ୍ଧାର କରିଛି। ୪ଟି ପୋଢ଼ ଓ ୩ଟି ମଇଁଷି ଚୋରି ଅଭିଯୋଗରେ ସେମାନଙ୍କୁ ବିରିଗୁଡ଼ା ଗାଁ ଲୋକେ ଅଟକ ରଖିଥିଲେ। ଅଟକ ଥିବା ୨ ଜଣ ହେଲେ ମାଲକାନଗିରି ଜିଲ୍ଲା ଉଲାବେଡାର କେଶବ ପାଙ୍ଗୀ ଏବଂ ପଣସପୁଟ ଗାଁର ଶନିଆା ବିଷୋୟୀ।

ଏମାନେ ବିରିଗୁଡାରୁ ପୋଢ ଓ ମଇଁଷି ଚୋରି କରି ଆନ୍ଧ୍ରପ୍ରଦେଶର ଏକ ହାଟରେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା।

ଆହୁରି ପଢ଼ନ୍ତୁ

ବିଜେପିକୁ ପରାମର୍ଶ ଦେଉଛି ବିଜେଡି, ନିଜ ସଂଗଠନ ସମ୍ପାଦକ ମାନୁନାହାନ୍ତି ନିୟମ

ପୁଣି ଗଞ୍ଜାମ ଗଲେ ୫ ଓଏଏସ୍ ଓ ୩୨ ଓଆରଏସ୍‌

ସ୍ୱାମୀଙ୍କ ସହିତ ଝଗଡ଼ା କରି ନଦୀକୁ ଡେଇଁ ପଡ଼ିଲେ ସ୍ତ୍ରୀ

କଂଗ୍ରେସ ଛାଡ଼ିବେ କି ପ୍ରଦୀପ ମାଝୀ ? ଇସାରାରେ ଅଛି ମଞ୍ଜ କଥା

୧୩୦ ଡାକ୍ତରଙ୍କୁ ପଠାଗଲା ଗଞ୍ଜାମ

‘କରୋନା’ ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ୫ଟି ଜିଲ୍ଲା

ରାଜ୍ୟ ସରକାରଙ୍କ ବିଫଳତାରୁ ଭୟଙ୍କର ସ୍ଥିତିରେ କରୋନା: ବିଜେପି

ସ୍ୱାବ୍‌ ସଂଗ୍ରହ ବେଳେ ବନ୍ଧୁକ ଦେଖାଇଲେ

ପ୍ରସଙ୍ଗର ଜବାବ ନରଖି ଅଭିଯୋଗ ଲଦିଲା ବିଜେଡି

ବିଜେଡି ଓ ବିଜେପିର ରାଜନୀତି ଯୋଗୁ ମହାନଦୀ ଜଳ ବିବାଦ : ନିରଞ୍ଜନ

ଇସ୍କନ୍ ମନ୍ଦିର ପଛ ରାସ୍ତାରେ ଘଟିଲା ଛାତିଥରା ଘଟଣା

ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ