ଜୟପୁର: ମଇଁଷି ଚୋରି ଅଭିଯୋଗରେ ୧୦ ଦିନ ହେଲା ଅଟକ ଥିବା ୨ଜଣ ମୁକ୍ତ ହୋଇଛନ୍ତି। ପୋଲିସ୍ ସେମନଙ୍କୁ ବୈପାରୀଗୁଡ଼ା ବିରିଗୁଡ଼ା ଗାଁରୁ ଉଦ୍ଧାର କରିଛି। ୪ଟି ପୋଢ଼ ଓ ୩ଟି ମଇଁଷି ଚୋରି ଅଭିଯୋଗରେ ସେମାନଙ୍କୁ ବିରିଗୁଡ଼ା ଗାଁ ଲୋକେ ଅଟକ ରଖିଥିଲେ। ଅଟକ ଥିବା ୨ ଜଣ ହେଲେ ମାଲକାନଗିରି ଜିଲ୍ଲା ଉଲାବେଡାର କେଶବ ପାଙ୍ଗୀ ଏବଂ ପଣସପୁଟ ଗାଁର ଶନିଆା ବିଷୋୟୀ।
ଏମାନେ ବିରିଗୁଡାରୁ ପୋଢ ଓ ମଇଁଷି ଚୋରି କରି ଆନ୍ଧ୍ରପ୍ରଦେଶର ଏକ ହାଟରେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।