କୋରାପୁଟ୍‌ ମେଡ଼ିକାଲ କଲେଜରେ ନାମ ଲେଖାଇବା ପାଇଁ ମିଳିଲା ଗ୍ରୀନ୍‌ ସିଗନାଲ; ବାରିପଦାକୁ କେବେ?

କୋରାପୁଟ/ବାରିପଦା: କୋରାପୁଟ୍ ମେଡିକାଲ କଲେଜକୁ ଗ୍ରୀନ୍ ସିଗନାଲ ଦେଇଛି ଏମ୍‌ସିଆଇ। ମାତ୍ର ବାରପିଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଏବର୍ଷ ଏଠାରେ ପାଠପଢ଼ା ହୋଇପାରିବା ନେଇ ଆଶଙ୍କା ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ଭିତ୍ତିଭୂମି କାମ ନସରିବା ଏହାର କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଗତ ଡିସେମ୍ବରରେ ଏମ୍‌ସିଆଇ କର୍ତ୍ତୃପକ୍ଷ ଭିତ୍ତିଭୂମିର ପ୍ରାଥମିକ ଅନୁଧ୍ୟାନ କରି କାମର ଅଗ୍ରଗତିକୁ ନେଇ ସନ୍ତୁଷ୍ଟ ନଥିଲେ। ବାରିପଦା ମେଡିକାଲ କଲେଜରେ ଚଳିତବର୍ଷରୁ ପାଠପଢ଼ା […]

korapur medical college

korapur medical college

Rakesh Mallick
  • Published: Thursday, 04 May 2017
  • Updated: 05 May 2017, 10:12 AM IST

Sports

Latest News

କୋରାପୁଟ/ବାରିପଦା: କୋରାପୁଟ୍ ମେଡିକାଲ କଲେଜକୁ ଗ୍ରୀନ୍ ସିଗନାଲ ଦେଇଛି ଏମ୍‌ସିଆଇ। ମାତ୍ର ବାରପିଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଏବର୍ଷ ଏଠାରେ ପାଠପଢ଼ା ହୋଇପାରିବା ନେଇ ଆଶଙ୍କା ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ଭିତ୍ତିଭୂମି କାମ ନସରିବା ଏହାର କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଗତ ଡିସେମ୍ବରରେ ଏମ୍‌ସିଆଇ କର୍ତ୍ତୃପକ୍ଷ ଭିତ୍ତିଭୂମିର ପ୍ରାଥମିକ ଅନୁଧ୍ୟାନ କରି କାମର ଅଗ୍ରଗତିକୁ ନେଇ ସନ୍ତୁଷ୍ଟ ନଥିଲେ।

ବାରିପଦା ମେଡିକାଲ କଲେଜରେ ଚଳିତବର୍ଷରୁ ପାଠପଢ଼ା ହୋଇପାରିବା ନେଇ ଆଶଙ୍କା ପ୍ରକାଶ ପାଇଛି। ନିର୍ମାଣ କାମ ସାଙ୍ଗକୁ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ଥିବା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇଥିଲେ। ତେବେ ଗତ ଡିସେମ୍ବରରେ ଏମ୍‌ସିଆଇ ଦେଇଥିବା ପ୍ରାଥମିକ ରିପୋର୍ଟ ରାଜ୍ୟ ସରକାରଙ୍କ ଦାବିକୁ ନେଇ ପ୍ରଶ୍ନ ଉଠାଇଛି। କାରଣ ଭିତ୍ତିଭୂମିର ଅଗ୍ରଗତିକୁ ନେଇ ଏମ୍‌ସିଆଇ ଅସନ୍ତୋଷ ପ୍ରକାଶ କରିଥିଲା। ଏମ୍‌ସିଆଇ ଦେଇଥିବା ରିପୋର୍ଟ ଅନୁସାରେ କଲେଜ ବିଲ୍ଡିଂ ଓ ହଷ୍ଟେଲ ନିର୍ମାଣ ଚାଲିଥିଲା। ହସପିଟାଲର ପୁନରୁଦ୍ଧାର ଓ ମରାମତି ମଧ୍ୟ ସରିନଥିଲା। ଗାଇଡଲାଇନ୍‌ ଅନୁସାରେ ୟୁନିଟ୍ ଓ ଆବଶ୍ୟକ ସଂଖ୍ୟକ ବେଡ୍ ନଥିଲା। ଆବଶ୍ୟକ ଅନୁସାରେ ଡାକ୍ତର ଓ ଟିଚିଙ୍ଗ ଫାକ୍ୱଲ୍ଟି ନଥିବା ବେଳେ ଡିନ୍ ଏବଂ ମେଡିକାଲ ସୁପରିଟେଣ୍ଡେଣ୍ଟ ନିଯୁକ୍ତ ହୋଇନଥିଲେ। ତେବେ ଗାଇଡଲାଇନ୍ସ ଅନୁସାରେ ସମସ୍ତ କାମ ସରିଥିବା ଡିଏମ୍ଇଟି ଓ ମେଡିକାଲ କର୍ତ୍ତୃପକ୍ଷ ଦାବି କରିଛନ୍ତି।

ପ୍ରକୃତ ଚିତ୍ର ଦେଖିଲେ ଏବେବି ହସପିଟାଲ ପରିସରରେ ନିର୍ମାଣ କାମ ଚାଲିଛି। କାମ ସରିନଥିବାରୁ ନିର୍ମାଣକାରୀ ସଂସ୍ଥା, କର୍ତ୍ତୃପକ୍ଷଙ୍କୁ କୋଠା ହସ୍ତାନ୍ତର କରିନାହିଁ। ଆଜି ବିଧାନସଭା ଗୃହକମିଟି ମେଡିକାଲ କଲେଜକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଡାକ୍ତରଙ୍କ ସଂଖ୍ୟା ଓ ନିର୍ମାଣ କାମକୁ ନେଇ ମଧ୍ୟ ଅସନ୍ତୁଷ୍ଟ ପ୍ରକାଶ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story