କିନ୍ନରଙ୍କୁ ଜୟପୁର ଜିଲ୍ଲାପ୍ରଶାସନ କ’ଣ ଦେଲା ଉପହାର, ପଢନ୍ତୁ ଭିତରେ

ଜୟପୁର,(ଓଡ଼ିଶା ରିପୋର୍ଟର):କିନ୍ନର ଶବ୍ଦଟା ଶୁଣୁ ଶୁଣୁ ମନିଷ ମନରେ ଆସିଯାଏ ଭିନ୍ନ  ଧାରଣା।   କିନ୍ନର ବୋଲି ସମାଜରେ ଶୁଣିବାକୁ ପଡେ ଅନେକ  କଥା ।  ତେବେ ଏହି କିନ୍ନରଙ୍କୁ ନେଇ ଏବେ ସ୍ୱତନ୍ତ୍ର ଉଦାହରଣ  ସୃଷ୍ଟି କରିଛି କୋରାପୁଟର ଜୟପୁର ପ୍ରଶାସନ। ପ୍ରଥମେ ନିଯୁକ୍ତି ଦେବା ପରେ  ପ୍ରଦାନ କରାଯାଇଛି ଜମି ପଟ୍ଟା। ନିକଟରେ ୧୯ ଜଣ  କିନ୍ନରଙ୍କୁ ସିକ୍ୟୁରିଟି ଗାର୍ଡ ଭାବେ ନିଯୁକ୍ତି  ଦିଆଯାଇଥିବାବେଳେ ସମାଜରେ ବଞ୍ଚିବା ପାଇଁ ଏବେ ଆଉ  ପାଦେ ହାତ ବଢାଇଛି […]

kinner

kinner

Rakesh Mallick
  • Published: Sunday, 25 February 2018
  • Updated: 25 February 2018, 09:15 PM IST

Sports

Latest News

ଜୟପୁର,(ଓଡ଼ିଶା ରିପୋର୍ଟର):କିନ୍ନର ଶବ୍ଦଟା ଶୁଣୁ ଶୁଣୁ ମନିଷ ମନରେ ଆସିଯାଏ ଭିନ୍ନ  ଧାରଣା।   କିନ୍ନର ବୋଲି ସମାଜରେ ଶୁଣିବାକୁ ପଡେ ଅନେକ  କଥା ।  ତେବେ ଏହି କିନ୍ନରଙ୍କୁ ନେଇ ଏବେ ସ୍ୱତନ୍ତ୍ର ଉଦାହରଣ  ସୃଷ୍ଟି କରିଛି କୋରାପୁଟର ଜୟପୁର ପ୍ରଶାସନ। ପ୍ରଥମେ ନିଯୁକ୍ତି ଦେବା ପରେ  ପ୍ରଦାନ କରାଯାଇଛି ଜମି ପଟ୍ଟା।

ନିକଟରେ ୧୯ ଜଣ  କିନ୍ନରଙ୍କୁ ସିକ୍ୟୁରିଟି ଗାର୍ଡ ଭାବେ ନିଯୁକ୍ତି  ଦିଆଯାଇଥିବାବେଳେ ସମାଜରେ ବଞ୍ଚିବା ପାଇଁ ଏବେ ଆଉ  ପାଦେ ହାତ ବଢାଇଛି ଜିଲ୍ଲା ପ୍ରଶାସନ। ଏବେ ସେମାନଙ୍କ ପାଇଁ ଆଉ ଏକ ସହଯୋଗର  ହାତ ବଢାଇଛି ପ୍ରଶାସନ ।  ଜୟପରୁ ତହସିଲ ଅନ୍ତର୍ଗତ ଉମରୀ ଏଲ୍ଆର୍ ମୌଜାରେ ଜଣଙ୍କୁ ଦେଢ ସେଣ୍ଟିମିଟର ଜମି ପଟ୍ଟା  ପ୍ରଦାନ କରି ସୃଷ୍ଟି କରିଛନ୍ତି ଉଦାହରଣ ।  ଜୟପୁର ତହସିଲ  କାଯର୍ୟାଳୟ ପରିସରରରେ ଏହି ପଟ୍ଟା ପ୍ରଦାନ  କରାଯାଇଥିବା ବେଳେ ଏହାକୁ ନେଇ ବେଶ ଖୁସି ଥିବା କହିଛନ୍ତି  କିନ୍ନର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos