କୋରାପୁଟ ଜିଲ୍ଲାପାଳଙ୍କ ଡ୍ରେସକୋଡ ସମ୍ପର୍କିତ ନିର୍ଦ୍ଦେଶାନାମାକୁ ନିନ୍ଦା

କୋରାପୁଟ: କୋରାପୁଟ ଜିଲ୍ଲାପାଳଙ୍କ ଡ୍ରେସକୋଡ ସମ୍ପର୍କିତ ନିର୍ଦ୍ଦେଶନାମା ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲାଗାଯାଇଥିବା ଏହି ନିର୍ଦ୍ଦେଶନାମାରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ଆସୁଥିବା ବ୍ୟକ୍ତି କିଭଳି ପୋଷାକ ପିନ୍ଧି ଆସିବେ ତାହା ଉଲ୍ଲେଖ କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସୁଥିବା ଅଧିକାରୀ ଓ ଜନ ସାଧାରଣ ଉପଯୁକ୍ତ ପୋଷାକ ପରିଧାନ କରି ଆସିବେ। ଜିନ୍‌ ପ୍ୟାଣ୍ଟ-ଟି ସାର୍ଟ ପିନ୍ଧି କଦାପି ଆସିବେ ନାହିଁ ବୋଲି ଉଲ୍ଲେଖ କରାଯାଇଛି। ତେବେ ଏଥିନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା […]

KORAPUT-COLLECTOR

KORAPUT-COLLECTOR

Rakesh Mallick
  • Published: Thursday, 21 July 2016
  • Updated: 21 July 2016, 10:48 PM IST

Sports

Latest News

କୋରାପୁଟ: କୋରାପୁଟ ଜିଲ୍ଲାପାଳଙ୍କ ଡ୍ରେସକୋଡ ସମ୍ପର୍କିତ ନିର୍ଦ୍ଦେଶନାମା ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲାଗାଯାଇଥିବା ଏହି ନିର୍ଦ୍ଦେଶନାମାରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ଆସୁଥିବା ବ୍ୟକ୍ତି କିଭଳି ପୋଷାକ ପିନ୍ଧି ଆସିବେ ତାହା ଉଲ୍ଲେଖ କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସୁଥିବା ଅଧିକାରୀ ଓ ଜନ ସାଧାରଣ ଉପଯୁକ୍ତ ପୋଷାକ ପରିଧାନ କରି ଆସିବେ। ଜିନ୍‌ ପ୍ୟାଣ୍ଟ-ଟି ସାର୍ଟ ପିନ୍ଧି କଦାପି ଆସିବେ ନାହିଁ ବୋଲି ଉଲ୍ଲେଖ କରାଯାଇଛି।

ତେବେ ଏଥିନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କୋରାପୁଟ ପୌରପରିଷଦ ଅଧ୍ୟକ୍ଷ ଭଗବାନ ବାହିନୀପତି କହିଛନ୍ତି, “ଜିଲ୍ଲାପାଳ ଯେଉଁ ଡ୍ରେସକୋଡ ନେଇ ବିଜ୍ଞପ୍ତି ଜାରି କରିଛନ୍ତି ତାହା ସରକାରୀ କର୍ମଚାରୀଙ୍କ ପାଇଁ ଠିକ୍‌ ହୋଇପାରେ, କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଲାଗୁ ହେବା ଉଚିତ ନୁହେଁ।” କାରଣ କୋରାପୁଟ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ ବହୁ ଆଦିବାସୀ ରହୁଛନ୍ତି। ତାଙ୍କ ପାଇଁ ଏହା ପ୍ରଜୁଯ୍ୟ ହେବା କଥା ନୁହେଁ।” କୋରାପୁଟ ଓକିଲ ସଂଘର ଉପ-ସଭାପତି କୃଷ୍ଣ ଚନ୍ଦ୍ର ସଁ କହିଛନ୍ତି,“ଜିଲ୍ଲାପାଳଙ୍କ ଡ୍ରେସକୋଡ ବିଜ୍ଞପ୍ତି କୋରାପୁଟ ପରି ମାଓ ଅଧ୍ୟୁଷିତ ପଛୁଆ ଜିଲ୍ଲାରେ ଯୁକ୍ତିଯୁକ୍ତ ନୁହେଁ। ଜିଲ୍ଲାପାଳ ମହୋଦୟ ଜିଲ୍ଲାର ବିକାଶ କଥା, ରାସ୍ତଘାଟ, ଆଦିବାସୀଙ୍କ ଉନ୍ନତି କଥା ଚିନ୍ତା କରିବା କଥା। ଏସବୁ ଉପରେ ଧ୍ୟାନ ନ ଦେଇ ଜିଲ୍ଲାର ଲୋକଙ୍କ ବିକାଶ କିପରି ହେବ ତାହା ଉପରେ ଦୃଷ୍ଟି ଦେବା କଥା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story