କୁନ୍ଦୁଲିରେ ଗଣଦୁଷ୍କର୍ମକୁ ରେଡ୍ ଫ୍ଲାଗ ମାମଲା ଭାବେ ଗ୍ରହଣ କରାଯାଇଛି: ଡିଜିପି

କୋରାପୁଟ: କୋରାପୁଟ କୁନ୍ଦୁଲିରେ ଗଣଦୁଷ୍କର୍ମ ଅଭିଯୋଗକୁ ପୋଲିସ୍‌ ଗୁରୁତର ସହିତ ନେଇଛି । ଏହି ଅଭିଯୋଗକୁ ରେଡ୍ ଫ୍ଲାଗ ମାମଲା ଭାବେ ଗ୍ରହଣ କରାଯାଇଛି। ପୋଲିସ ଡିଜି ଆର.ପି ଶର୍ମା ଆଜି ଏହା କହିଛନ୍ତି। ସେ କହିଛନ୍ତି,“ ଅଭିଯୋଗ ପରେ ପଟାଙ୍ଗୀ ଥାନାରେ ମାମଲା ରୁଜୁ କରାଯାଇଛି।  ଦଫା ୩୭୬(ଡି), ୩୭୭ ଆଇପିସି, ସେକ୍ସନ ୬ ପୋକ୍ସୋ ମଧ୍ୟ ଲାଗୁ କରାଯାଇଛି। ଅଭିଯୋଗର ସତ୍ୟତା ଯାଞ୍ଚ କରାଯାଉଛି। ଯିଏ ଏହି ଘଟଣାରେ ସଂପୃକ୍ତ ଥିବ, ତା’ ବିରୋଧରେ […]

Rakesh Mallick
  • Published: Wednesday, 11 October 2017
  • Updated: 11 October 2017, 02:18 PM IST

Sports

Latest News

କୋରାପୁଟ: କୋରାପୁଟ କୁନ୍ଦୁଲିରେ ଗଣଦୁଷ୍କର୍ମ ଅଭିଯୋଗକୁ ପୋଲିସ୍‌ ଗୁରୁତର ସହିତ ନେଇଛି । ଏହି ଅଭିଯୋଗକୁ ରେଡ୍ ଫ୍ଲାଗ ମାମଲା ଭାବେ ଗ୍ରହଣ କରାଯାଇଛି। ପୋଲିସ ଡିଜି ଆର.ପି ଶର୍ମା ଆଜି ଏହା କହିଛନ୍ତି।

ସେ କହିଛନ୍ତି,“ ଅଭିଯୋଗ ପରେ ପଟାଙ୍ଗୀ ଥାନାରେ ମାମଲା ରୁଜୁ କରାଯାଇଛି।  ଦଫା ୩୭୬(ଡି), ୩୭୭ ଆଇପିସି, ସେକ୍ସନ ୬ ପୋକ୍ସୋ ମଧ୍ୟ ଲାଗୁ କରାଯାଇଛି। ଅଭିଯୋଗର ସତ୍ୟତା ଯାଞ୍ଚ କରାଯାଉଛି। ଯିଏ ଏହି ଘଟଣାରେ ସଂପୃକ୍ତ ଥିବ, ତା’ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରଥମେ କିଏ ଏଥିରେ ସଂପୃକ୍ତ ତାକୁ ଠାବ କରିବା ଗୁରୁତ୍ୱପୂର୍ଣ୍ଣ।”

ସେ ଆହୁରି କହିଛନ୍ତି,“କୋରାପୁଟ ଜିଲ୍ଲାରେ ସିଆରପିଏଫ ,ବିଏସ୍ଏଫ୍ ଓ କୋବ୍ରା ଓ ପୋଲିସର ଯିବା ଆସିବା ରହିଥାଏ।  ନକ୍ସଲମାନେ ମଧ୍ୟ ସୁରକ୍ଷାକର୍ମୀଙ୍କ ୟୁନିଫର୍ମ ପିନ୍ଧିଥାନ୍ତି।  ସମସ୍ତ ବୈଜ୍ଞାନିକ ପଦ୍ଧତିରେ ଘଟଣାର ତଦନ୍ତ କରାଯାଉଛି। ତଦନ୍ତ ଶେଷ ହେବା ପରେ କିଏ ସଂପୃକ୍ତ ଜଣାପଡ଼ିବ।

ଡିଜିପି କହିଛନ୍ତି, “ବ୍ରହ୍ମପୁରରୁ ଏକ ଫୋରେନସିକ ଟିମ୍ କୋରାପୁଟ ଯାଉଛନ୍ତି। ପୋଲିସକୁ ତଦନ୍ତରେ ସହଯୋଗ ଲାଗି କ୍ରାଇମବ୍ରାଞ୍ଚର ଏକ ଟିମ୍ ଯାଉଛି। ପୀଡ଼ିତାଙ୍କ ପରୀକ୍ଷା ଲାଗି ଏକ ବିଶେଷଜ୍ଞ ଡାକ୍ତର ମଧ୍ୟ ସେଠାକୁ ଯାଉଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story