କୋରାପୁଟ: ସିଆରସିସିଙ୍କୁ ପିଟି ଅଟକ ଥିବା ପ୍ରଧାନଶିକ୍ଷକ ବାହାରିଲେ

ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ହନୁମାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ଦାସ ତାଙ୍କ ଡେପୁଟେସନ୍‌କୁ ନେଇ ସିଆରସିସିଙ୍କୁ ସମସ୍ତଙ୍କ ଆଗରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ମାଛକୁଣ୍ଡ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ଏକ ମାମଲା ରୁଜୁ କରି ପ୍ରଧାନଶିକ୍ଷକଙ୍କୁ ଅଟକ ରଖିଥିଲା। ପରେ ତାଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ପୋଲିସ୍ ଛାଡ଼ି ଦେଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ସ୍କୁଲ ପରିଚାଳନାରେ ଅନିୟମିତତା ନେଇ ବିଭିନ୍ନ ସମୟରେ ପ୍ରଧାନଶିକ୍ଷକ ପ୍ରଦୀପ୍ତ […]

school

school

Rakesh Mallick
  • Published: Saturday, 13 August 2016
  • Updated: 13 August 2016, 07:25 PM IST

Sports

Latest News

ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ହନୁମାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ଦାସ ତାଙ୍କ ଡେପୁଟେସନ୍‌କୁ ନେଇ ସିଆରସିସିଙ୍କୁ ସମସ୍ତଙ୍କ ଆଗରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ମାଛକୁଣ୍ଡ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ଏକ ମାମଲା ରୁଜୁ କରି ପ୍ରଧାନଶିକ୍ଷକଙ୍କୁ ଅଟକ ରଖିଥିଲା। ପରେ ତାଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ପୋଲିସ୍ ଛାଡ଼ି ଦେଇଥିବା ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ସ୍କୁଲ ପରିଚାଳନାରେ ଅନିୟମିତତା ନେଇ ବିଭିନ୍ନ ସମୟରେ ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ବିରୁଦ୍ଧରେ ଅଭିଯୋଗ ହୋଇ ଆସୁଥିଲା। ତେଣୁ ତାଙ୍କୁ ଡେପୁଟେସନ୍‌ରେ ଅନ୍ୟତ୍ର ପଠାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେହି ଅନୁଯାୟୀ ଗତ ଗୁରୁବାର ଚିଠି ନେଇ ସ୍କୁଲ୍‌କୁ ଆସିଥିଲେ ସିଆର୍‌ସିସି। ଏହି ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପ୍ରଧାନ ଶିକ୍ଷକ ହଠାତ୍ ରାଗି ଯାଇ ସିଆରସିସିଙ୍କୁ ଚାପୁଡ଼ା ମାରିଥିଲେ।

ଘଟଣା ନେଇ ସିଆରସିସି ଓ ପ୍ରଧାନ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story