ହେଡ୍‌ ସାରଙ୍କ ହେଟ୍‌ ଷ୍ଟୋରୀ: ପ୍ରଧାନଶିକ୍ଷକଙ୍କ ଘରୁ ମିଳିଲା ଗର୍ଭନିରୋଧକ!

କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ନନ୍ଦପୁରର ବାଲତା କନ୍ୟାଶ୍ରମର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କରିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଆଜି ୭ ଜଣିଆ ତଦନ୍ତକାରୀ ଟିମ୍ କନ୍ୟାଶ୍ରମ ପରିଦର୍ଶନ କରି ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ଘର ତଲାସି ଥିଲା। ଏହି ସମୟରେ ତାଙ୍କ ଘରୁ କିଛି ଗର୍ଭନିରୋଧ ମିଳିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି। ପରେ ତଦନ୍ତକାରୀ ଅଧିକାରୀମାନେ ପାତୁଆ ଥାନାକୁ ଯାଇ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ପଚରାଉଚରା କରିଛନ୍ତି। ଏହି ୭ ଜଣିଆ ତଦନ୍ତକାରୀ ଟିମ୍‌ରେ […]

lamataput

lamataput

Rakesh Mallick
  • Published: Tuesday, 03 October 2017
  • Updated: 03 October 2017, 01:08 PM IST

Sports

Latest News

କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ନନ୍ଦପୁରର ବାଲତା କନ୍ୟାଶ୍ରମର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କରିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଆଜି ୭ ଜଣିଆ ତଦନ୍ତକାରୀ ଟିମ୍ କନ୍ୟାଶ୍ରମ ପରିଦର୍ଶନ କରି ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ଘର ତଲାସି ଥିଲା। ଏହି ସମୟରେ ତାଙ୍କ ଘରୁ କିଛି ଗର୍ଭନିରୋଧ ମିଳିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି। ପରେ ତଦନ୍ତକାରୀ ଅଧିକାରୀମାନେ ପାତୁଆ ଥାନାକୁ ଯାଇ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ପଚରାଉଚରା କରିଛନ୍ତି। ଏହି ୭ ଜଣିଆ ତଦନ୍ତକାରୀ ଟିମ୍‌ରେ ଡିସିପିଓ, ଡିଏସ୍‌ଡବ୍ଲୁଓ ଓ ସିଡିପିଓ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos