ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସକୁ ଆକ୍ରମଣ

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ କୁମୁଲି ଗାଁରେ ଜୁଆ ଆଡ୍ଡା ଉପରେ ପୋଲିସ୍‌ ଚଢ଼ାଉ କରିବାବେଳେ ଜୁଆଡ଼ିମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହା ସହ ଦୁଇଟି ପୋଲିସ ଗାଡ଼ି ଭାଙ୍ଗି ଦେଇଥିବା ଜଣାପଡ଼ିଛି। ବୋରିଗୁମ୍ମା ଥାନା କୁମୁଲି ଗାଁରେ ଜୁଆ ଆଡ୍ଡା ଚାଲିଥିବା ପୋଲିସ୍‌ ଖବର ପାଇଥିଲା। ବୋରିଗୁମ୍ମା ଥାନା ଏସଡିପିଓଙ୍କ ନେତୃତ୍ୱରେ ଗତକାଲି ରାତିରେ ପୋଲିସ୍‌ ଟିମ୍‌ ଚଢ଼ାଉ କରିଥିଲା।  ଚଢ଼ାଉ ବେଳେ ଲୋକମାନେ ସଂଘବଦ୍ଧ ଭାବେ ପୋଲିସ୍‌ଙ୍କ […]

ଜୟପୁର

ଜୟପୁର

Rakesh Mallick
  • Published: Monday, 17 October 2016
  • Updated: 17 October 2016, 02:50 PM IST

Sports

Latest News

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ କୁମୁଲି ଗାଁରେ ଜୁଆ ଆଡ୍ଡା ଉପରେ ପୋଲିସ୍‌ ଚଢ଼ାଉ କରିବାବେଳେ ଜୁଆଡ଼ିମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହା ସହ ଦୁଇଟି ପୋଲିସ ଗାଡ଼ି ଭାଙ୍ଗି ଦେଇଥିବା ଜଣାପଡ଼ିଛି।

ବୋରିଗୁମ୍ମା ଥାନା କୁମୁଲି ଗାଁରେ ଜୁଆ ଆଡ୍ଡା ଚାଲିଥିବା ପୋଲିସ୍‌ ଖବର ପାଇଥିଲା। ବୋରିଗୁମ୍ମା ଥାନା ଏସଡିପିଓଙ୍କ ନେତୃତ୍ୱରେ ଗତକାଲି ରାତିରେ ପୋଲିସ୍‌ ଟିମ୍‌ ଚଢ଼ାଉ କରିଥିଲା।  ଚଢ଼ାଉ ବେଳେ ଲୋକମାନେ ସଂଘବଦ୍ଧ ଭାବେ ପୋଲିସ୍‌ଙ୍କ ଉପରକୁ ଆକ୍ରମଣ କରିଥିଲେ।

କୁମାର ପୂର୍ଣ୍ଣମୀ ପାଇଁ  କୁମୁଲି ଗାଁରେ ଜୁଆ ଖେଳ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story