ନାବାଳିକା ଗଣଦୁଷ୍କର୍ମ ମାମଲା: ୩୩ ଘଣ୍ଟା ପରେ ହଟିଲା ରାସ୍ତା ଅବରୋଧ, ଜୟପୁର-ବିଶାଖାପାଟଣା ମଧ୍ୟରେ ଗାଡ଼ି ଚଳାଚଳ ସ୍ୱାଭାବିକ

କୋରାପୁଟ: କୋରାପୁଟ ସ୍କୁଲଛାତ୍ରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ଦୀର୍ଘ ୩୩ ଘଣ୍ଟା ଧରି କୁନ୍ଦୁଲିରେ ଚାଲିଥିବା ଜାତୀୟ ରାଜପଥ ଅବରୋଧ ହଟିଛି। ଆଜି ଏହି ରାସ୍ତା ଦେଇ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। ଏହି ଘଟଣାକୁ ନେଇ କୁନ୍ଦୁଲିରେ ସ୍ଥାନୀୟ ଲୋକେ ୨୬ ନମ୍ବର ଜାତୀୟ ରାଜପଥକୁ ବୁଧବାର ଦିନ ୨ଟାରୁ ସ୍ଥାନୀୟ ଲୋକେ ଅବରୋଧ କରିଥିଲେ।  ତେବେ ଗତକାଲି ରାତିରେ ଜିଲ୍ଲାପାଳ ଓ ଏସ୍‌ପି ପୀଡ଼ିତାଙ୍କ ପରିବାର ଲୋକ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା […]

Rakesh Mallick
  • Published: Thursday, 12 October 2017
  • Updated: 12 October 2017, 09:53 AM IST

Sports

Latest News

କୋରାପୁଟ: କୋରାପୁଟ ସ୍କୁଲଛାତ୍ରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ଦୀର୍ଘ ୩୩ ଘଣ୍ଟା ଧରି କୁନ୍ଦୁଲିରେ ଚାଲିଥିବା ଜାତୀୟ ରାଜପଥ ଅବରୋଧ ହଟିଛି। ଆଜି ଏହି ରାସ୍ତା ଦେଇ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି।

ଏହି ଘଟଣାକୁ ନେଇ କୁନ୍ଦୁଲିରେ ସ୍ଥାନୀୟ ଲୋକେ ୨୬ ନମ୍ବର ଜାତୀୟ ରାଜପଥକୁ ବୁଧବାର ଦିନ ୨ଟାରୁ ସ୍ଥାନୀୟ ଲୋକେ ଅବରୋଧ କରିଥିଲେ।  ତେବେ ଗତକାଲି ରାତିରେ ଜିଲ୍ଲାପାଳ ଓ ଏସ୍‌ପି ପୀଡ଼ିତାଙ୍କ ପରିବାର ଲୋକ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ପରେ ଏହି ଅବରୋଧ ହଟିଛି।  ଫଳରେ ଜୟପୁର-ବିଶାଖାପାଟଣା ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି।  ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଏବଂ ପୀଡ଼ିତାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭବିଷ୍ୟତ ଦାୟିତ୍ୱ ସରକାର ବହନ କରିବା ଭଳି ୫ ଦଫା ଦାବି ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ରଖିଛନ୍ତି।

ଅନ୍ୟପକ୍ଷରେ ଘଟଣାକୁ ଦୁଇ ଦିନ ବିତିଥିଲେ ମଧ୍ୟ ଏଯାଏଁ ଚିହ୍ନଟ ହୋଇନାହାନ୍ତି ବଳାତ୍କାରୀ।  ଘଟଣାପଛରେ ସୁରକ୍ଷାକର୍ମୀ, ନକ୍ସଲ ନା ଆଉ କିଏ ରହିଛନ୍ତି ତାହା ଜଣାପଡ଼ିନି। ଏବେ ବି ତାହା ରହସ୍ୟ ଘେରରେ ରହିଛି।  ଗଣଦୁଷ୍କର୍ମ ଅଭିଯୋଗକୁ ରେଡ୍ ଫ୍ଲାଗ୍ ମାମଲା ଭାବେ ଗ୍ରହଣ କରିଛି ପୋଲିସ। ନିଜେ ଡିଜିପି ଏକଥା ଘୋଷଣା କରିଛନ୍ତି। ପୋଲିସର ଏକ ୩ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ସହଯୋଗ ଲାଗି କ୍ରାଇମବ୍ରାଞ୍ଚର ଏକ ଟିମ୍ ବ୍ରହ୍ମପୁରରୁ କୋରାପୁଟ ଯାଇଛି। ତାଙ୍କ ସହ ଫୋରେନସିକ୍ ଲାବୋରୋଟୋରିରୁ ମଧ୍ୟ ଜଣେ ବିଶେଷଜ୍ଞ ଯାଇଛନ୍ତି। ଡିଜିପି କହିଛନ୍ତି,ଦଫା ୩୭୬(ଡି), ୩୭୭ ଆଇପିସି, ସେକ୍ସନ ୬ ପୋକ୍ସୋ ମଧ୍ୟ ଲାଗୁ ହୋଇଛି।

ଏହି ଗଣଦୁଷ୍କର୍ମ ମାମଲାରେ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ୍। ନିଜେ ଘଟଣାର ତଦନ୍ତ କରି ସପ୍ତାହେ ମଧ୍ୟରେ ରିପୋର୍ଟ ଦେବାକୁ ଏସ୍‌ସିଏସ୍‌ଟି ସଚିବ, ଏଡିଜି ଏଚ୍‌ଆର୍‌ପିସି, କୋରାପୁଟ ଜିଲ୍ଲାପାଳ, ଏସ୍‌ପି ଓ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ୍। ଏପରିକି ଦରକାର ପଡ଼ିଲେ ପୀଡିତାଙ୍କୁ ରାଜ୍ୟ ବାହାରକୁ ପଠାଇ ଚିକିତ୍ସା ବ୍ୟବସ୍ଥା ପାଇଁ ମଧ୍ୟ କମିଶନ୍ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story