କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା: ଆଜି ପୀଡ଼ିତାଙ୍କୁ ଭେଟିବେ ରାଜ୍ୟ ମହିଳା କମିଶନଙ୍କ ଟିମ୍

କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ  ଘଟଣାରେ ହସ୍ତକ୍ଷେପ କରି ରାଜ୍ୟ ମହିଳା କମିଶନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଏଥିସହିତ ରାଜ୍ୟ ମହିଳା କମିଶନଙ୍କ ଏକ ଟିମ୍ କୋରାପୁଟରେ ପହଞ୍ଚଛି। ଆଜି ଟିମର ସଦସ୍ୟା ପୀଡ଼ିତାଙ୍କୁ ଭେଟିବେ। ଏହା ସହ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଘଟଣାର ତଦନ୍ତ ସଂପର୍କରେ ଆଲୋଚନା କରିବେ। ଗତକାଲି ପୁଣି ଅସୁସ୍ଥ ହୋଇପଡ଼ିଥିଲେ ପୀଡ଼ିତା। ତାଙ୍କ ସ୍ୱାସ୍ଥ୍ୟବସ୍ଥାର ଅନୁଧ୍ୟାନ ପାଇଁ ଲକ୍ଷ୍ମଣ ନାୟକ ମେଡିକାଲ ପକ୍ଷରୁ ଏକ […]

nn

nn

Rakesh Mallick
  • Published: Saturday, 14 October 2017
  • Updated: 14 October 2017, 12:07 PM IST

Sports

Latest News

କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ  ଘଟଣାରେ ହସ୍ତକ୍ଷେପ କରି ରାଜ୍ୟ ମହିଳା କମିଶନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଏଥିସହିତ ରାଜ୍ୟ ମହିଳା କମିଶନଙ୍କ ଏକ ଟିମ୍ କୋରାପୁଟରେ ପହଞ୍ଚଛି। ଆଜି ଟିମର ସଦସ୍ୟା ପୀଡ଼ିତାଙ୍କୁ ଭେଟିବେ। ଏହା ସହ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଘଟଣାର ତଦନ୍ତ ସଂପର୍କରେ ଆଲୋଚନା କରିବେ।

ଗତକାଲି ପୁଣି ଅସୁସ୍ଥ ହୋଇପଡ଼ିଥିଲେ ପୀଡ଼ିତା। ତାଙ୍କ ସ୍ୱାସ୍ଥ୍ୟବସ୍ଥାର ଅନୁଧ୍ୟାନ ପାଇଁ ଲକ୍ଷ୍ମଣ ନାୟକ ମେଡିକାଲ ପକ୍ଷରୁ ଏକ ୭ ଜଣି‌ଆ ଟିମ୍ ଗଠନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos