କୋରାପୁଟ: ଥଇଥାନ ଦାବିରେ ହାଲ କମ୍ପାନୀ ପରିସର ଜମିରେ ଚାଷ କଲେ ବିସ୍ଥାପିତ

କୋରାପୁଟ: ସୁନାବେଡାସ୍ଥିତ ହାଲ କମ୍ପାନୀ ଦ୍ୱାରା ବିସ୍ଥାପିତଙ୍କ ଥଇଥାନ ନେଇ ବିବାଦ ଜୋର ଧରୁଛି। ବିସ୍ଥାପିତମାନେ କମ୍ପାନୀ ପରିସରରେ ଥିବା ବଳକା ଜମିରେ ଚାଷ କରିଛନ୍ତି । ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ହାଲ ବିସ୍ଥାପିତ ସଂଘ ସଭାପତି ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ହାଲ କମ୍ପାନୀ ପ୍ରତିଷ୍ଠା ବେଳେ ବିସ୍ଥାପିତମାନଙ୍କ ଥଇଥାନ ଲାଗି ପ୍ରାୟ ୫ କୋଟି ଟଙ୍କ। ବ୍ୟୟରେ ମୋହନପଡ଼ା ପାହାଡ଼ ଉପରେ ଥଇଥାନ କଲୋନୀ ନିର୍ମାଣ […]

koraput

koraput

Rakesh Mallick
  • Published: Friday, 09 October 2015
  • Updated: 09 October 2015, 04:44 AM IST

koraputକୋରାପୁଟ: ସୁନାବେଡାସ୍ଥିତ ହାଲ କମ୍ପାନୀ ଦ୍ୱାରା ବିସ୍ଥାପିତଙ୍କ ଥଇଥାନ ନେଇ ବିବାଦ ଜୋର ଧରୁଛି। ବିସ୍ଥାପିତମାନେ କମ୍ପାନୀ ପରିସରରେ ଥିବା ବଳକା ଜମିରେ ଚାଷ କରିଛନ୍ତି । ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ହାଲ ବିସ୍ଥାପିତ ସଂଘ ସଭାପତି ଚେତାବନୀ ଦେଇଛନ୍ତି।koraput1

ସୂଚନାଯୋଗ୍ୟ ଯେ, ହାଲ କମ୍ପାନୀ ପ୍ରତିଷ୍ଠା ବେଳେ ବିସ୍ଥାପିତମାନଙ୍କ ଥଇଥାନ ଲାଗି ପ୍ରାୟ ୫ କୋଟି ଟଙ୍କ। ବ୍ୟୟରେ ମୋହନପଡ଼ା ପାହାଡ଼ ଉପରେ ଥଇଥାନ କଲୋନୀ ନିର୍ମାଣ କରାଯାଇଥିଲା । ମାତ୍ର ବିସ୍ଥାପିତମାନେ ସେଠାକୁ ଯିବାକୁ ରାଜି ହେଉ ନ ଥିବାରୁ ଏହା ଏବେ ଭୂତକୋଠି ପାଲଟିବାକୁ ବସିଲାଣି। ଏହି କଲୋନୀରେ ବିସ୍ଥାପିତଙ୍କ ପାଇଁ ପାନୀୟଜଳ, ବିଜୁଳି ଯୋଗାଣ ସହ ପ୍ରାୟ ୩୦ ଏକର ଜଳସେଚିତ ଜମି ମଧ୍ୟ ପ୍ରସ୍ତୁତ ରଖାଯାଇଥିବା କହିଛନ୍ତି କୋରାପୁଟ ପିଡି ଡିଆରଡିଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story