କୋଶଳ ପ୍ରଦେଶ ଗଠନ ଦାବିରେ  ୯ ଜଣିଆ ପ୍ରତିନିଧି ଦଳର ଦିଲ୍ଲୀ ଗସ୍ତ

ଝାରସୁଗୁଡା: କୋଶଳ ପ୍ରଦେଶ ଗଠନ ଦାବିରେ କୋଶଳ କ୍ରାନ୍ତି ସମନ୍ୱୟ ସମିତିର ୯ଜଣିଆ ପ୍ରତିନିଧି ଦଳ ରବିବାର ଦିଲ୍ଲୀ ଗସ୍ତ କରିଛି। ଏହି ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରିବା ପୂର୍ବରୁ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ସମିତିର ମୁଖ୍ୟ ଉପଦେଷ୍ଟା ପ୍ରମୋଦ ମିଶ୍ର କହିଥିଲେ, ଏହି ପ୍ରତିନିଧି ଦଳ ଦିଲ୍ଲୀରେ ବସବାସ କରୁଥିବା ଓଡିଆ, ଓଡିଆ ଛାତ୍ରଛାତ୍ରୀ, ବିଭିନ୍ନ ରାଜନୈତିକ ଦଳର ନେତା ଭେଟିବେ ଏବଂ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ […]

jharsuguda

jharsuguda

Rakesh Mallick
  • Published: Sunday, 27 September 2015
  • Updated: 27 September 2015, 10:41 AM IST

Sports

Latest News

ଝାରସୁଗୁଡା: କୋଶଳ ପ୍ରଦେଶ ଗଠନ ଦାବିରେ କୋଶଳ କ୍ରାନ୍ତି ସମନ୍ୱୟ ସମିତିର ୯ଜଣିଆ ପ୍ରତିନିଧି ଦଳ ରବିବାର ଦିଲ୍ଲୀ ଗସ୍ତ କରିଛି। ଏହି ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରିବା ପୂର୍ବରୁ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ସମିତିର ମୁଖ୍ୟ ଉପଦେଷ୍ଟା ପ୍ରମୋଦ ମିଶ୍ର କହିଥିଲେ, ଏହି ପ୍ରତିନିଧି ଦଳ ଦିଲ୍ଲୀରେ ବସବାସ କରୁଥିବା ଓଡିଆ, ଓଡିଆ ଛାତ୍ରଛାତ୍ରୀ, ବିଭିନ୍ନ ରାଜନୈତିକ ଦଳର ନେତା ଭେଟିବେ ଏବଂ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ସମ୍ପର୍କରେ ସେମାନଙ୍କ ସହ ଆଲୋଚନା କରିବେ। ଏହାସହିତ କେନ୍ଦ୍ରମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟି କୋଶଳ ପ୍ରଦେଶ ଗଠନ ସମ୍ପର୍କରେ ଦାବି ଉପସ୍ଥାପନ କରିବେ।

ଦିଲ୍ଲୀ ଯାଇଥିବା ଏହି ୯ଜଣିଆ ଟିମରେ କେକେଡି ରାଜ୍ୟ ସଭାପତି ବୁନ୍ଦେ ଧୁରୁଆ, ଗୋରେକନାଥ ସାହୁ, ସୁନୀଲ ପୁରୋହିତ, ଯତୀନ୍ଦ୍ରନାଥ ମୁଣ୍ଡ, ବ୍ରଜମୋହନ ଦାନୀ, ପ୍ରମୋଦ ଝାଙ୍କର, ନାରାୟଣ ମହାପାତ୍ର, ସୁରେନ୍ଦ୍ର ସାହୁ ଓ ବୀରେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ରହିଛନ୍ତି। ସାମ୍ବାଦିକ ସମ୍ମିଳନୀ ପରେ ଏହି ପ୍ରତିନିଧିମାନଙ୍କୁ ଏକ ରାଲି କରି ଷ୍ଟେସନ୍ ପର୍ଯ୍ୟନ୍ତ ନେଇ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story