କୃଷି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାରେ ବିପୁଳ ସୁଯୋଗ ରହିଛି: କୃଷି ଗବେଷକ ଅଶୋକ ଗୁଲାଟି

ଭୁବନେଶ୍ୱର: କୃଷି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାରେ ବିପୁଳ ସୁଯୋଗ ରହିଛି। ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶାରେ କୃଷିର ବିକାଶ ନେଇ ପଦକ୍ଷେପ ନେବାକୁ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଓଡ଼ିଶା ନଲେଜ ହବ୍‌ ଲେକ୍‌ଚରର ଦ୍ୱିତୀୟ ବୈଠକରେ ଯୋଗଦେଇ ବିଶିଷ୍ଟ କୃଷି ଗବେଷକ ଡକ୍ଟର ଅଶୋକ ଗୁଲାଟି ଏହା କହିଛନ୍ତି। ସେ କହିଛନ୍ତି, ସର୍ବଭାରତୀୟ ସ୍ତରରେ ଗତ ୧୦ ବର୍ଷ ମଧ୍ୟରେ କୃଷି ଅଭିବୃଦ୍ଧି ହାର ୩.୬ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହାର ହାର ରହିଛି […]

paddy

paddy

Rakesh Mallick
  • Published: Monday, 14 March 2016
  • Updated: 14 March 2016, 05:41 PM IST

Sports

Latest News

ଭୁବନେଶ୍ୱର: କୃଷି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାରେ ବିପୁଳ ସୁଯୋଗ ରହିଛି। ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶାରେ କୃଷିର ବିକାଶ ନେଇ ପଦକ୍ଷେପ ନେବାକୁ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଓଡ଼ିଶା ନଲେଜ ହବ୍‌ ଲେକ୍‌ଚରର ଦ୍ୱିତୀୟ ବୈଠକରେ ଯୋଗଦେଇ ବିଶିଷ୍ଟ କୃଷି ଗବେଷକ ଡକ୍ଟର ଅଶୋକ ଗୁଲାଟି ଏହା କହିଛନ୍ତି।

ସେ କହିଛନ୍ତି, ସର୍ବଭାରତୀୟ ସ୍ତରରେ ଗତ ୧୦ ବର୍ଷ ମଧ୍ୟରେ କୃଷି ଅଭିବୃଦ୍ଧି ହାର ୩.୬ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହାର ହାର ରହିଛି ମାତ୍ର ୨.୫ ପ୍ରତିଶତ। ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି, କୃଷି ଓ କୃଷକର ଉନ୍ନତି ନେଇ କିଭଳି ପଦକ୍ଷେପ ନିଆଯିବା ଦରକାର ସେ ନେଇ ପରାମର୍ଶ ଦେଇଥିଲେ ଗୁଲାଟି। ସଚିବାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷି, ଅର୍ଥ, ସମେତ ଅନ୍ୟ ବିଭାଗର ୬ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନରଙ୍କ ସମେତ ସବୁ ବିଭାଗର ସଚିବ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story