କରୋନା ସମୟରେ ଦେବଦୂତ ସାଜିଛନ୍ତି କୃଷ୍ଣଚନ୍ଦ୍ର, ନିଜ ଦରମାରୁ ଦେଉଛନ୍ତି ମାଗଣା ଖାଦ୍ୟ

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ଦୃଷ୍ଟିରୁ ଲୋକମାନେ ଲକଡାଉନ ଓ ଶଟଡାଉନ ମଧ୍ୟରେ ରହୁଛନ୍ତି। ଲକଡାଉନ ଯୋଗୁ ଗରିବ ଲୋକମାନେ ରୋଜଗାର ଅଭାବାରୁ ପେଟକୁ ଦିମୁଠା ଖାଦ୍ୟ ଯୋଗାଡ଼ କରିବାରେ ସଂଘର୍ଷ କରୁଛନ୍ତି। ଏସବୁ ଭିତରେ ଅନେକ ଲୋକ ଓ ବଦାନ୍ୟ ବ୍ୟକ୍ତି କରୋନା ସଂକ୍ରମଣ ସମୟରେ ଗରିବ ଓ ଅସହାୟଙ୍କୁ ସହଯୋଗ କରିବାକୁ ଆଗେଇ ଆସୁଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି କୃଷ୍ଣ ଚନ୍ଦ୍ର ପ୍ରଧାନ। ସେ କରୋନା ଓ ଲକଡାଉନ ସମୟରେ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ପାଇଁ […]

KC

KC

Hemant Lenka
  • Published: Monday, 07 June 2021
  • Updated: 07 June 2021, 08:13 PM IST

Sports

Latest News

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ଦୃଷ୍ଟିରୁ ଲୋକମାନେ ଲକଡାଉନ ଓ ଶଟଡାଉନ ମଧ୍ୟରେ ରହୁଛନ୍ତି। ଲକଡାଉନ ଯୋଗୁ ଗରିବ ଲୋକମାନେ ରୋଜଗାର ଅଭାବାରୁ ପେଟକୁ ଦିମୁଠା ଖାଦ୍ୟ ଯୋଗାଡ଼ କରିବାରେ ସଂଘର୍ଷ କରୁଛନ୍ତି। ଏସବୁ ଭିତରେ ଅନେକ ଲୋକ ଓ ବଦାନ୍ୟ ବ୍ୟକ୍ତି କରୋନା ସଂକ୍ରମଣ ସମୟରେ ଗରିବ ଓ ଅସହାୟଙ୍କୁ ସହଯୋଗ କରିବାକୁ ଆଗେଇ ଆସୁଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି କୃଷ୍ଣ ଚନ୍ଦ୍ର ପ୍ରଧାନ।

ସେ କରୋନା ଓ ଲକଡାଉନ ସମୟରେ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ପାଇଁ ଦେବଦୂତ ସାଜିଛନ୍ତି। ସେ ନିଜ ଦରମାରୁ ହିଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ସେମାନଙ୍କୁ ଯୋଗାଇ ଦେଉଛନ୍ତି। ପୂର୍ବରୁ ସେ ଗରିବଙ୍କୁ ମଧ୍ୟ ଖାଦ୍ୟ ଯୋଗାଇ ଦେଉଥିଲେ। ନୟାପଲ୍ଲୀ ଅଞ୍ଚଳରେ ରହୁଥିବା କୃଷ୍ଣ ଗୋଟିଏ ଘରୋଇ ହସ୍ପିଟାଲରେ କାମ କରନ୍ତି।

ଗତବର୍ଷ ଠାରୁ ସେ ନିଜର ମହାନତା ଦେଖାଇ ନିଜ ସମ୍ବଳ ଅନୁସାରେ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଚାଲିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେ କୌଣସି ବଦାନ୍ୟ ସଂସ୍ଥା ସହ ଜଡ଼ିତ ନାହାନ୍ତି। ହସ୍ପିଟାଲରେ କାମ କରି ସେ ପାଉଥିବା ଦରମାରୁ ନିଜ ପେଟ କଥା ବୁଝିବା ସହ ଗରିବଙ୍କ ଭୋକ ମେଣ୍ଟାଉଛନ୍ତି।

ଗତବର୍ଷ କରୋନା ସଂକ୍ରମଣ ଓ ଲକଡାଉନ ସମୟରେ ସେ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ ଖାଦ୍ୟ ଯୋଗାଉ ଥିଲେ। ସେ ବସ୍‌, ଟ୍ରେନ ଓ ଟ୍ରକ ଯୋଗେ ଓଡ଼ିଶାକୁ ଆସୁଥିବା ପ୍ରବାସୀଙ୍କୁ ମାଗଣାରେ ଖାଦ୍ୟ ପରସି ଦେଉଥିଲେ। ଏଥିସହ ରେଳ ଷ୍ଟେସନରେ ରହୁଥିବା ପ୍ରାୟ ୩୦୦ ଗରିବ ଲୋକଙ୍କୁ ସେ ପ୍ରତିଦିନ ରନ୍ଧା ଖାଦ୍ୟ ଯୋଗାଇ ଦେଉଥିଲେ।

ଏବର୍ଷ ସେ କରୋନା ଆକ୍ରାନ୍ତଙ୍କ ଆଟେଣ୍ଡାଣ୍ଟ ମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି। ସେ ଭୁବନେଶ୍ୱର ଏମ୍ସ ଓ କଟକ ଏସବି ନିକଟରେ ସେ ଏପରି ମହାନ କାମ କରୁଛନ୍ତି। ଏହି ସେବା ମନୋଭାବକୁ ଦେଖି କୃଷ୍ଣଙ୍କ ସହ ଆନନ୍ଦ ମାର୍ଗ ସଂଗଠନ ଏବେ ସାମିଲ ହୋଇଛି। ସଂଗଠନର ସଦସ୍ୟମାନ କୃଷ୍ଣଙ୍କ ସହ ମିଶି ରନ୍ଧା ଖାଦ୍ୟ ରୋଗୀଙ୍କ ଆଟେଣ୍ଡାଣ୍ଟମାନଙ୍କୁ ଦେଉଛନ୍ତି। ପ୍ରତିଦିନ ୧୪୦ରୁ ୧୫୦ ଜଣଙ୍କୁ ଖାଦ୍ୟ ଦିଆଯାଉଥିବା ବେଳେ ରବିବାର ଏହି ସଂଖ୍ୟା ଅଧିକ ରହୁଥିବା କୃଷ୍ଣ କହିଛନ୍ତି।

କୃଷ୍ଣ କହିଛନ୍ତି, ଆମେ ପୂର୍ବରୁ ଗରିବ ଲୋକଙ୍କୁ ରେଳ ଷ୍ଟେସନ, ବାପୁଜୀ ନଗର, ବାଣୀବିହାର ଭଳି ସ୍ଥାନରେ ଖାଇବାକୁ ଦେଉଥିଲୁ। ଏବେ ଗରିବ ଲୋକଙ୍କୁ ସହଯୋଗ କରିବାକୁ ଅନେକ ସଂସ୍ଥା ଆଗେଇ ଆସୁଛନ୍ତି। ତେଣୁ ଆମେ ରୋଗୀଙ୍କ ଆଟେଣ୍ଡାଣ୍ଟମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛୁ।

ଅନ୍ୟକୁ ସାହାଯ୍ୟ କରିବାର ପ୍ରେରଣା ମୋତେ ମା’ ଠାରୁ ମିଳିଛି। ସେ ଗାଁରେ ରହି ଯେମିତି ଅସହାୟ ଲୋକଙ୍କୁ ସହଯୋଗ କରୁଥିଲା ଠିକ୍‌ ସେମିତି ମୁଁ ଏଠାରେ ଲୋକଙ୍କୁ ସହଯୋଗ କରୁଛି। ଅନ୍ନ ଦାନ ଭଳି ପୁଣ୍ୟ କାମ ସେ କରୁଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story