କାନ୍ଧରେ ଶବ ବୁହା ଘଟଣାକୁ ନେଇ ସମାଜବାଦୀ ପାର୍ଟିର ବିକ୍ଷୋଭ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ନିଜ କାନ୍ଧରେ ସ୍ତ୍ରୀର ମୃତଦେହ ବୋହିବା ଘଟଣା ପ୍ରତିବାଦରେ ସମାଜବାଦୀ ପାର୍ଟି ଆଜି ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛି। ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା କହିଛନ୍ତି,“ଗତ ୨୩ ତାରିଖରେ କଳାହାଣ୍ଡି ସଦର ଡାକ୍ତରଖାନାରେ ଆମ୍ୱୁଲାନ୍ସ ସେବା ନ ମିଳିବାରୁ ମୃତ ସ୍ତ୍ରୀ ଶବକୁ ତା’ ସ୍ୱାମୀ ଦାନ ମାଝି କାନ୍ଧରେ ବୋହି ନେଇଛି। ସରକାରଙ୍କ ମହାପ୍ରୟାଣ ଓ ହରିଚନ୍ଦ୍ର ଯୋଜନା ହେଉଛି କିନ୍ତୁ ଗରିବ ଆଦିବାସୀଙ୍କ […]

bbsr

bbsr

Rakesh Mallick
  • Published: Friday, 26 August 2016
  • Updated: 26 August 2016, 02:23 PM IST

Sports

Latest News

bbsr 2ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ନିଜ କାନ୍ଧରେ ସ୍ତ୍ରୀର ମୃତଦେହ ବୋହିବା ଘଟଣା ପ୍ରତିବାଦରେ ସମାଜବାଦୀ ପାର୍ଟି ଆଜି ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛି।

ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା କହିଛନ୍ତି,“ଗତ ୨୩ ତାରିଖରେ କଳାହାଣ୍ଡି ସଦର ଡାକ୍ତରଖାନାରେ ଆମ୍ୱୁଲାନ୍ସ ସେବା ନ ମିଳିବାରୁ ମୃତ ସ୍ତ୍ରୀ ଶବକୁ ତା’ ସ୍ୱାମୀ ଦାନ ମାଝି କାନ୍ଧରେ ବୋହି ନେଇଛି। ସରକାରଙ୍କ ମହାପ୍ରୟାଣ ଓ ହରିଚନ୍ଦ୍ର ଯୋଜନା ହେଉଛି କିନ୍ତୁ ଗରିବ ଆଦିବାସୀଙ୍କ ପାଖରେ ଏହା ପହଞ୍ଚିପାରୁ ନାହିଁ। ଯେଉଁମାନେ ଆମ୍ୱୁଲାନ୍ସ ସେବା ଯୋଗାଇବାରେ ବ୍ୟର୍ଥ ସେମାନେ ଗତକାଲି ତଦନ୍ତ ରିପୋର୍ଟରେ ନିଜ ଭୁଲ୍‌ ଘୋଡ଼ାଇବାକୁ ଉଦ୍ୟମ କରିଛନ୍ତି।”

ସେ କହିଛନ୍ତି,“ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆମେ ଦାବି କରୁଛୁ  ସିଡିଏମ୍‌ଓ ଓ ଉପଜିଲ୍ଲାପାଳ ଏହି ଘଟଣାକୁ ଲୁଚାଇବାକୁ ଉଦ୍ୟମ କରିଛନ୍ତି ତାଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରାଯାଉ। ଦାନ ମାଝିର ପରିବାରକୁ ୧୦ ଲକ୍ଷ ଟଙ୍କର କ୍ଷତିପୂରଣ ଦିଆଯାଉ। ଏହାସହିତ ବିଜୁ ପକ୍କା ଘର ଯୋଜନାରେ ଘର ଦିଆଯାଉ। ଆଗାମୀ ଦିନରେ ଏଭଳି ଘଟଣା ପୁନରାବୃତ୍ତି ନ ହେବ ସେଥିପାଇଁ ସରକାର ସତର୍କ ରୁହନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story