କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହେଲେ ଭାଇରାଲ ଭିଡ଼ିଓରେ ଥିବା ଯୁବତୀ; କହିଲେ- ନଷ୍ଟ କରାଯାଉ ଅଶ୍ଲୀଳ ଭିଡ଼ିଓ

କଟକ (ଓଡ଼ିଶା ରିପୋର୍ଟର): ଭାଇରାଲ ଭିଡ଼ିଓରେ ଥିବା ଯୁବକ ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପୋଲିସ ଘନ ଘନ ମୃତଦେହ ମିଳିଥିବା କୁଆଖାଇ ନଦୀ ପଠାରୁ ଯାଇ ଯାଞ୍ଚ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇନି। ଅନ୍ୟପକ୍ଷରେ ଭାଇରାଲ ଭିଡ଼ିଓରେ ଥିବା ଯୁବତୀ ଆଜି କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଛନ୍ତି। ଭାଇରାଲ ହୋଇଥିବା ଭିଡ଼ିଓ ଗୁଡ଼ିକୁ ନଷ୍ଟ କରିବାକୁ ଦାବି କରିଛନ୍ତି। ସେହିପରି କିଏ ଓ କାହିଁ ଭିଡ଼ିଓ […]

vlcsnap-2018-03-31-21h35m07s321-750x430

vlcsnap-2018-03-31-21h35m07s321-750x430

Rakesh Mallick
  • Published: Saturday, 31 March 2018
  • Updated: 31 March 2018, 10:45 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଭାଇରାଲ ଭିଡ଼ିଓରେ ଥିବା ଯୁବକ ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପୋଲିସ ଘନ ଘନ ମୃତଦେହ ମିଳିଥିବା କୁଆଖାଇ ନଦୀ ପଠାରୁ ଯାଇ ଯାଞ୍ଚ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇନି। ଅନ୍ୟପକ୍ଷରେ ଭାଇରାଲ ଭିଡ଼ିଓରେ ଥିବା ଯୁବତୀ ଆଜି କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଛନ୍ତି। ଭାଇରାଲ ହୋଇଥିବା ଭିଡ଼ିଓ ଗୁଡ଼ିକୁ ନଷ୍ଟ କରିବାକୁ ଦାବି କରିଛନ୍ତି। ସେହିପରି କିଏ ଓ କାହିଁ ଭିଡ଼ିଓ ଭାଇରାଲ କରୁଛି, ତାହାର ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।

ଗତ ୨୧ ତାରିଖରେ କୁଆଖାଇ ନଦୀ ପଠାରୁ ଉନ୍ମୟଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ପୋଲିସ ଜବତ କରିଥିଲା। ଘଟଣାର ତଦନ୍ତ ଚାଲିଥିବା ବେଳେ ଉନ୍ମୟଙ୍କ ଭାଇ ଭାଇରାଲ ଭିଡ଼ିଓ ପ୍ରସଙ୍ଗ ଉଠାଇ ଥିଲେ। ଏପରିକି ଭାଇରାଲ ଭିଡ଼ିଓରେ ଥିବା ଯୁବତୀଙ୍କ ପ୍ରତି ଆଙ୍ଗୁଠି ଦେଖାଇଥିଲେ। ମାତ୍ର ଭାଇରାଲ ଭିଡିଓରେ ଥିବା ଯୁବତୀ ଏହାକୁ ଖଣ୍ଡନ କରିଥିଲେ। ଏହା ସତ୍ତ୍ୱେ ପୋଲିସ ସମ୍ପୃକ୍ତ ଯୁବତୀଙ୍କୁ ଜେରା ପାଇଁ ସଜବାଜ ହେଉଥିଲା। ଏ ସମ୍ପର୍କରେ ଯୁବତୀ ଜଣକ ଜାଣିପାରି ନିଜ ପୁରୁଷ ବନ୍ଧୁ ଓ ଭାଇଙ୍କ ସହିତ କୋଲକାତା ପଳାଇବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ପୋଲିସ ଜାଣିପାରି ସେମାନଙ୍କୁ ଅଟକ ରଖିଥିଲା। ଘନ ଘନ ଜେରା ସତ୍ତ୍ୱେ ପୋଲିସ ସେମିତି କିଛି ଗୁରୁତ୍ୱପୂର୍ଣ୍ଣ ସୁରାଗ ପାଇନଥିବା ଅଭିଯୋଗ ହେଉଛି। ପରେ ସେମାନଙ୍କୁ ଛାଡ଼ି ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story