କୁଚିଣ୍ଡା: କୂଅରେ ଖସି ପଡ଼ିଥିବା ହାତୀ ଉଦ୍ଧାର

କୁଚିଣ୍ଡା: ଉଦ୍ଧାର ପାଇଲା କୂଅ ଭିତରେ ଖସିପଡ଼ିଥିବା ହାତୀ। ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ବନଖଣ୍ଡ ଅଧୀନସ୍ଥ  ପାନପାଲି ଗାଁ ନିକଟରେ ଏକ ଚାଷ ଜମିରେ ଥିବା କୂଅରେ ମଙ୍ଗଳବାର ରାତିରେ ପଡ଼ିଯାଇଥିବା ହାତୀଟିକୁ ବନବିଭାଗ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଛନ୍ତି। ବାହାରକୁ ଆସିବା ପରେ ହାତୀଟି କିଛି ସମୟ ଏଣେତେଣେ ଦୌଡ଼ିଥିଲା। ଶେଷରେ ପାଖ ଜଙ୍ଗଲ ଭିତରକୁ ହାତୀଟି ଚାଲିଯାଇଥିଲା। ହାତୀଟି ଖାଦ୍ୟ ଅନ୍ୱେଷଣ ପାଇଁ ଆସିଥିବା ବେଳେ କୂଅ ଭିତରେ ପଡ଼ି ଯାଇଥିଲା। ଆଜି […]

elephentttt

elephentttt

Rakesh Mallick
  • Published: Wednesday, 10 February 2016
  • Updated: 10 February 2016, 09:30 AM IST

Sports

Latest News

କୁଚିଣ୍ଡା: ଉଦ୍ଧାର ପାଇଲା କୂଅ ଭିତରେ ଖସିପଡ଼ିଥିବା ହାତୀ। ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ବନଖଣ୍ଡ ଅଧୀନସ୍ଥ  ପାନପାଲି ଗାଁ ନିକଟରେ ଏକ ଚାଷ ଜମିରେ ଥିବା କୂଅରେ ମଙ୍ଗଳବାର ରାତିରେ ପଡ଼ିଯାଇଥିବା ହାତୀଟିକୁ ବନବିଭାଗ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଛନ୍ତି। ବାହାରକୁ ଆସିବା ପରେ ହାତୀଟି କିଛି ସମୟ ଏଣେତେଣେ ଦୌଡ଼ିଥିଲା। ଶେଷରେ ପାଖ ଜଙ୍ଗଲ ଭିତରକୁ ହାତୀଟି ଚାଲିଯାଇଥିଲା।

ହାତୀଟି ଖାଦ୍ୟ ଅନ୍ୱେଷଣ ପାଇଁ ଆସିଥିବା ବେଳେ କୂଅ ଭିତରେ ପଡ଼ି ଯାଇଥିଲା। ଆଜି ସକାଳେ ସ୍ଥାନୀୟ ଲୋକେ କୂଅ ଭିତରେ ହାତୀ ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଜେସିବି ମେସିନ୍ ଦ୍ୱାରା କୂଅଟି ଭାଙ୍ଗି ହାତୀକୁ କୂଅ ଭିତରୁ ଉଦ୍ଧାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos