କୁମାର ପୂର୍ଣ୍ଣମୀ ଅବସରରେ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ମା’ ସମଲେଇ

ସମ୍ୱଲପୁର: କୁମାର ପୂର୍ଣ୍ଣମୀ ଅବସରରେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇ ଭକ୍ତଙ୍କୁ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଇଛନ୍ତି। ପାରମ୍ପରିକ ରୀତିନୀତିରେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। କୁମାର ପୂର୍ଣ୍ଣମୀରେ ରାଜରାଜେଶ୍ୱରୀ ବେଶରେ ଦର୍ଶନ କଲେ ପୂଣ୍ୟ ଫଳେ ମିଳେ ବୋଲି ବିଶ୍ୱାସ ରହିଛି। ଏହି ଦିନ ମା’ଙ୍କୁ ଭୁବନେଶ୍ୱରୀ ବୀଜ ମନ୍ତ୍ରରେ ପୂଜା କରାଯାଇଥାଏ। ମା’ଙ୍କ ଏହି ବେଶ ଦେଖିବା ପାଇଁ  ଭକ୍ତଙ୍କ ଗହଳି ଲାଗିଥିଲା।

sambulpur

sambulpur

Rakesh Mallick
  • Published: Sunday, 16 October 2016
  • Updated: 16 October 2016, 09:34 AM IST

sambulସମ୍ୱଲପୁର: କୁମାର ପୂର୍ଣ୍ଣମୀ ଅବସରରେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇ ଭକ୍ତଙ୍କୁ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଇଛନ୍ତି। ପାରମ୍ପରିକ ରୀତିନୀତିରେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। କୁମାର ପୂର୍ଣ୍ଣମୀରେ ରାଜରାଜେଶ୍ୱରୀ ବେଶରେ ଦର୍ଶନ କଲେ ପୂଣ୍ୟ ଫଳେ ମିଳେ ବୋଲି ବିଶ୍ୱାସ ରହିଛି।

ଏହି ଦିନ ମା’ଙ୍କୁ ଭୁବନେଶ୍ୱରୀ ବୀଜ ମନ୍ତ୍ରରେ ପୂଜା କରାଯାଇଥାଏ। ମା’ଙ୍କ ଏହି ବେଶ ଦେଖିବା ପାଇଁ  ଭକ୍ତଙ୍କ ଗହଳି ଲାଗିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos