୬ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ବାରିପଦା(ମାଣିକ ପାଣି): କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ଆଜି ୬ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। କୁଡୁମୀ ସେନା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏନ୍ଏଚ୍ ୧୮ ଓ ୪୯ରେ ଆନ୍ଦୋଳନକାରୀମାନେ  ରାସ୍ତା ଅବରୋଧ କରିଛନ୍ତି। ଫଳରେ ବିଭିନ୍ନ ଅଞ୍ଚଳକୁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ସେହିପରି ସରକାର ବେସକାରୀ ଅନୁଷ୍ଠାନ, ପେଟ୍ରୋଲ ପମ୍ପ ଓ ଦୋକାନୀ ବଜାରକୁ କୁଡୁମୀ ସେନା ପିକେଟିଂ କରି ବନ୍ଦ କରି ଦିଆଯାଇଛି। ଆଜି ମୟୂରଭଞ୍ଜ […]

bb

bb

Rakesh Mallick
  • Published: Monday, 07 May 2018
  • Updated: 07 May 2018, 12:43 PM IST

Sports

Latest News

ବାରିପଦା(ମାଣିକ ପାଣି): କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ଆଜି ୬ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। କୁଡୁମୀ ସେନା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏନ୍ଏଚ୍ ୧୮ ଓ ୪୯ରେ ଆନ୍ଦୋଳନକାରୀମାନେ  ରାସ୍ତା ଅବରୋଧ କରିଛନ୍ତି। ଫଳରେ ବିଭିନ୍ନ ଅଞ୍ଚଳକୁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ସେହିପରି ସରକାର ବେସକାରୀ ଅନୁଷ୍ଠାନ, ପେଟ୍ରୋଲ ପମ୍ପ ଓ ଦୋକାନୀ ବଜାରକୁ କୁଡୁମୀ ସେନା ପିକେଟିଂ କରି ବନ୍ଦ କରି ଦିଆଯାଇଛି। ଆଜି ମୟୂରଭଞ୍ଜ ସହ ୮ଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛି କୁଡୁମୀ ସେନା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story