କ୍ରାଇମବ୍ରାଞ୍ଚ ତ କିଛି ପାଇଲାନି, ଏସ୍‌ଆଇଟି କ’ଣ କରିବ?

କୋରାପୁଟ (ଓଡ଼ିଶା ରିପୋର୍ଟର): ଗଣଦୁଷ୍କର୍ମରେ ଶିକାର ହୋଇଥିବା କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା ଘଟଣା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି। ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହୋଇନଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏସ୍‌ଆଇଟି ତଦନ୍ତ ଉପରେ ପୀଡ଼ିତାଙ୍କ ବଡ଼ବାପାଙ୍କର ବିଶ୍ୱାସ ପାଉନାହିଁ। ଯଦି ସିବିଆଇ ଦ୍ୱାରା ତଦନ୍ତ କରାଯାଆନ୍ତା, ତାହାହେଲେ ଘଟଣାର ପର୍ଦ୍ଦାଫାସ ହୋଇପାରନ୍ତି। ପ୍ରକୃତ ଅଭିଯୁକ୍ତ ଗିରଫ ହୋଇପାରନ୍ତା ବୋଲି ପୀଡ଼ିତାଙ୍କ ବଡ଼ବାପା ଆଜି ଗଣମାଧ୍ୟମକୁ କହିଛନ୍ତି। ସେ […]

kunduli-1-768x576

kunduli-1-768x576

Rakesh Mallick
  • Published: Wednesday, 07 February 2018
  • Updated: 07 February 2018, 06:58 PM IST

କୋରାପୁଟ (ଓଡ଼ିଶା ରିପୋର୍ଟର): ଗଣଦୁଷ୍କର୍ମରେ ଶିକାର ହୋଇଥିବା କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା ଘଟଣା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି। ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହୋଇନଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏସ୍‌ଆଇଟି ତଦନ୍ତ ଉପରେ ପୀଡ଼ିତାଙ୍କ ବଡ଼ବାପାଙ୍କର ବିଶ୍ୱାସ ପାଉନାହିଁ। ଯଦି ସିବିଆଇ ଦ୍ୱାରା ତଦନ୍ତ କରାଯାଆନ୍ତା, ତାହାହେଲେ ଘଟଣାର ପର୍ଦ୍ଦାଫାସ ହୋଇପାରନ୍ତି। ପ୍ରକୃତ ଅଭିଯୁକ୍ତ ଗିରଫ ହୋଇପାରନ୍ତା ବୋଲି ପୀଡ଼ିତାଙ୍କ ବଡ଼ବାପା ଆଜି ଗଣମାଧ୍ୟମକୁ କହିଛନ୍ତି।

ସେ କହିଛନ୍ତି-“ଗଣଦୁଷ୍କର୍ମରେ ଶିକାର ହୋଇଥିବା ମୋ ଝିଅ ନ୍ୟାୟ ପାଇଁ ସମସ୍ତଙ୍କୁ ଗୁହାରି କଲା। ହେଲେ ତା’ କଥା କେହି ଶୁଣିଲେ ନାହିଁ। ଶେଷରେ ସମସ୍ତଙ୍କଠାରୁ ନିରାଶ ହୋଇ ଆତ୍ମହତ୍ୟା କଲା। ଏହି ଘଟଣାର ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। କିନ୍ତୁ ଆଜିପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ। ଏବେ ଏସ୍‌ଆଇଟି ତଦନ୍ତ କରାଯିବ। ଯେଉଁଠି ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ କରି କିଛି ପାଇଲା ନାହିଁ, ସେଠି ଏସ୍‌ଆଇଟି ତଦନ୍ତ କଲେ କିଛି ପାଇବ ବୋଲି ଭାବି ପାରୁନାହିଁ। ସିବିଆଇ ତଦନ୍ତ କଲେ ଖିରରୁ ଖିର ଓ ପାଣିରୁ ପାଣି ଅଲଗା ହୋଇଯିବ। ମୋ ଝିଅକୁ ନ୍ୟାୟ ମିଳିବ।”

ସେପଟେ କୁନ୍ଦୁଲି ଘଟଣାର ଜାତୀୟ ମାନବାଧିକାର(ଏନ୍‌ଏଚ୍‌ଆରସି) ଟିମ୍‌ ତଦନ୍ତ ତୃତୀୟ ଦିନରରେ ପହଞ୍ଚିଛି। ଟିମ୍ ଦୁଇଭାଗରେ ବିଭକ୍ତ ହୋଇ ଖୋଳତାଡ଼ କରୁଛି।  ଡିଏସ୍‌ପି ରବି ସିଂଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଆଜି ଜୟପୁର ଉପଖଣ୍ଡ କୋଟପାଡ଼ ଏସ୍‌ସି/ଏସ୍‌ଟି ହାଇସ୍କୁଲ୍ ଯାଇ ତଥ୍ୟ ସଂଗ୍ରହ କରିଛି। ସେଠାରୁ ଫେରିବା ପରେ ଟିମ୍ ଜୟପୁର ଉପଖଣ୍ଡ ଚିକିତ୍ସାଳୟ ମଧ୍ୟ ଗସ୍ତ କରିଛି। ସେପଟେ ଆଉ ଏକ ଟିମ୍ କୋରାପୁଟ ସର୍କିଟ୍ ହାଉସ୍‌ରେ ପୀଡ଼ିତାଙ୍କ ପରିବାର, ସ୍ଥାନୀୟ ଲୋକ ଓ କିଛି ସାମାଜିକ କର୍ମୀଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ଟିମ୍  ଡୁଗୁରିପୁଟସ୍ଥିତ ସ୍ୱଳ୍ପ ଆବାସ ଗୃହ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବ ଉଭୟ ଟିମ୍ ଫେରିବା ପରେ ଦକ୍ଷତା ବୃଦ୍ଧି କେନ୍ଦ୍ରରେ ମେଡିକାଲ କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story