ରାତି ଅଧରେ ଆସିଥିଲେ ଡିଆଇଜି, ମା’ ଏବଂ ମାଇଁଙ୍କୁ ଘରୁ ବାହାର କରି... ଶୁଣନ୍ତୁ କୁନ୍ଦୁଲି ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ମୁହଁରୁ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଡିଆଇଜି, ପଟ୍ଟାଙ୍ଗି ପୋଲିସ, ସେମିଳିଗୁଡ଼ା ପୋଲିସ, କୋରାପୁଟ ପୋଲିସ ରାତି ୧୨ଟାରେ ଆସିଥିଲେ।  ପ୍ରାୟ ୬-୭ ଜଣ ଆସି ଘର ଭିତରେ ଜବରଦସ୍ତ ପଶିଗଲେ।  ମୁଁ ଭାଣିଜୀ ସହିତ ବସି ସବୁ ଶୁଣୁଥିଲି। କିନ୍ତୁ ସେମାନେ ମତେ ଜୋରଜବରସ୍ତ ଚେୟାରରୁ  ଉଠାଇନେଲେ।  ଝିଅକୁ ନେଇ ତାଲା ପକାଇଦେଦେଲେ। ଏମିତି ପ୍ରକାର ହଇରାଣ କଲେ।  ଏହା ହେଉଛି କୁନ୍ଦୁଲି  ପୀଡ଼ିତାଙ୍କ ସମ୍ପର୍କୀୟଙ୍କ କୋହଭରା କଥା। ଓଟିଭର ଜନମଂଚ କାର୍ଯ୍ୟକ୍ରମରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।  […]

kunduli-1

kunduli-1

Rakesh Mallick
  • Published: Saturday, 27 January 2018
  • Updated: 27 January 2018, 08:51 PM IST

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଡିଆଇଜି, ପଟ୍ଟାଙ୍ଗି ପୋଲିସ, ସେମିଳିଗୁଡ଼ା ପୋଲିସ, କୋରାପୁଟ ପୋଲିସ ରାତି ୧୨ଟାରେ ଆସିଥିଲେ।  ପ୍ରାୟ ୬-୭ ଜଣ ଆସି ଘର ଭିତରେ ଜବରଦସ୍ତ ପଶିଗଲେ।  ମୁଁ ଭାଣିଜୀ ସହିତ ବସି ସବୁ ଶୁଣୁଥିଲି। କିନ୍ତୁ ସେମାନେ ମତେ ଜୋରଜବରସ୍ତ ଚେୟାରରୁ  ଉଠାଇନେଲେ।  ଝିଅକୁ ନେଇ ତାଲା ପକାଇଦେଦେଲେ। ଏମିତି ପ୍ରକାର ହଇରାଣ କଲେ।  ଏହା ହେଉଛି କୁନ୍ଦୁଲି  ପୀଡ଼ିତାଙ୍କ ସମ୍ପର୍କୀୟଙ୍କ କୋହଭରା କଥା। ଓଟିଭର ଜନମଂଚ କାର୍ଯ୍ୟକ୍ରମରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।   କୁନ୍ଦୁଲି ମାମଲାରେ ଦିନକୁ ଦିନ ଗୁମର ଖୋଲୁଥିବା ବେଳେ ଏବେ ଆଉ ଏକ ଚାଞ୍ଚଲ୍ୟକର ବୟାନ ରାଜ୍ୟ ପୋଲିସ ପ୍ରଶାସନର ଅସଲ ଚେହେରାକୁ ପଦାରେ ପକାଇଦେଇଛି। ମାମଲାରୁ ଓହରି ଯିବାକୁ ରାତି ଅଧରେ ପୋଲିସ କେମିତି ପରିବାର ଲୋକଙ୍କ ଉପରେ ଚାପ ପକାଇଥିଲା ତାହା ବଖାଣିଛନ୍ତି ପରିବାରଙ୍କ ସମ୍ପର୍କୀୟ।

ଏସ୍‌ସିବି ମେଡିକାଲରୁ ଫେରିବାର ୭ ଦିନ ପରେ ରାତି ଅଧିରେ ପୋଲିସ ପୀଡିତାଙ୍କ ଘରକୁ  ଯାଇଥିଲା। ତାଙ୍କ ମା’ ଓ ମାଇଁଙ୍କୁ ଘରକୁ ପଦାକୁ ବାହାର କରିଦେଇ ପୀଡିତାକୁ ଧମକ ଦେଇଥିଲା ବୋଲି ଓଟିଭର ଜନମଂଚ କାର୍ଯ୍ୟକ୍ରମରେ ଅଭିଯୋଗ କରିଛନ୍ତି ତାଙ୍କ ମାଇଁ।  ଏପରିକି ମାଇଁ ପଦାକୁ ନ ଯିବାରୁ ତାଙ୍କୁ ପୋଲିସ ଜୋର ଜବରଦସ୍ତ ଉଠାଇ ପଦାରେ ଛାଡ଼ି ଦେବା ପରେ ଘର ଭିତର ପଟୁ ବନ୍ଦ କରି ତାଙ୍କୁ ନିର୍ଯାତନା ଦେଇଥିଲା ବୋଲି ଅଭିଯୋଗ କରିଛନ୍ତି ତାଙ୍କ ମାଇଁ।  କୁନ୍ଦୁଲିରେ ହୋଇଥିବା ଜନମଂଚରେ ପୀଡିତାଙ୍କ ମା’, ଭାଇ, ଖୁଡ଼ି, ମାଇଁ ଓ ଗାଁ ଲୋକ ସାମିଲ ହୋଇ ସେମାନଙ୍କ ପ୍ରତି ହୋଇଥିବା ଅନ୍ୟାୟର ଅବତାରଣା କରିଥିଲେ। କୁନ୍ଦୁଲି ପୀଡ଼ିତାଙ୍କ ସଂପର୍କୀୟ ଅଭିଯୋଗ ନେଇ ପୋଲିସର ପ୍ରତିକ୍ରୀୟା ମିଳିପାରିନାହିଁ।

https://youtu.be/WkH8CMlw9WE

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story