କୁଶେଇ ସେତୁର ଆପ୍ରୋଚ୍‌ ରୋଡ୍‌ ନିର୍ମାଣ ବେଳେ ଜନତା-ପୋଲିସ୍‌ ମୁହାଁମୁହିଁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବେଲବାହଳିରେ ବିବାଦୀୟ କୁଶେଇ ସେତୁର ଆପ୍ରୋଚ୍‌ ରୋଡ୍‌ ନିର୍ମାଣକୁ ନେଇ ପୁଣି ଉତ୍ତେଜନା ପ୍ରକାଶ ପାଇଛି। କାମ ଚାଲିଥିବା ବେଳେ ସ୍ଥାନୀୟ ଲୋକେ କାମକୁ ବିରୋଧ କରିଥିଲେ। ପରେ ଏହାକୁ ନେଇ ପୋଲିସ୍‌ ଓ ଜନତାଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ୍ୟରେ ପରିଣତ ହୋଇଥିଲା। ଫଳରେ ପୋଲିସ୍‌ ଲାଠିଚାର୍ଜ ଓ ଟିୟର ଗ୍ୟାସ୍‌ ପ୍ରୟୋଗ କରିଥିଲା। ଆଜି ସକାଳୁ କୁଶେଇ ସେତୁର ଆପ୍ରୋଚ୍‌ ରୋଡ୍‌ ନିର୍ମାଣ କାମ ଆନନ୍ଦପୁର ପାର୍ଶ୍ୱରୁ ଆରମ୍ଭ ହୋଇଥିଲା। ଏଥିପାଇଁ ୨୨ ପ୍ଲାଟୁନ […]

kusai-bridge

kusai-bridge

Rakesh Mallick
  • Published: Friday, 18 November 2016
  • Updated: 18 November 2016, 10:02 PM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବେଲବାହଳିରେ ବିବାଦୀୟ କୁଶେଇ ସେତୁର ଆପ୍ରୋଚ୍‌ ରୋଡ୍‌ ନିର୍ମାଣକୁ ନେଇ ପୁଣି ଉତ୍ତେଜନା ପ୍ରକାଶ ପାଇଛି। କାମ ଚାଲିଥିବା ବେଳେ ସ୍ଥାନୀୟ ଲୋକେ କାମକୁ ବିରୋଧ କରିଥିଲେ। ପରେ ଏହାକୁ ନେଇ ପୋଲିସ୍‌ ଓ ଜନତାଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ୍ୟରେ ପରିଣତ ହୋଇଥିଲା। ଫଳରେ ପୋଲିସ୍‌ ଲାଠିଚାର୍ଜ ଓ ଟିୟର ଗ୍ୟାସ୍‌ ପ୍ରୟୋଗ କରିଥିଲା।

ଆଜି ସକାଳୁ କୁଶେଇ ସେତୁର ଆପ୍ରୋଚ୍‌ ରୋଡ୍‌ ନିର୍ମାଣ କାମ ଆନନ୍ଦପୁର ପାର୍ଶ୍ୱରୁ ଆରମ୍ଭ ହୋଇଥିଲା। ଏଥିପାଇଁ ୨୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। କେନ୍ଦୁଝର ଏସ୍‌ପି ଓ ଜିଲ୍ଲାପାଳ  ଘଟଣାସ୍ଥଳରେ  ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story