‘କୋର୍ଟଙ୍କ ରାୟ ଆସିବା ପର୍ଯ୍ୟନ୍ତ କୁଶେଇ ନଦୀରେ ସେତୁ ନିର୍ମାଣ ବନ୍ଦ ରହୁ’

କେନ୍ଦୁଝର: ଆନନ୍ଦପୁର ବେଲବାହାଳିଠାରେ କୁଶେଇ ନଦୀ ଉପରେ ସେତୁ କାମ ଆଜିଠାରୁ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ସେତୁ କାମ ବନ୍ଦ ପାଇଁ ଗାଁ ଲୋକେ ଦାବି କରିଛନ୍ତି। ଘସିପୁରା ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ସହିତ କାମରେ ସହଯୋଗ କରିବାକୁ ଗାଁ ଲୋକଙ୍କୁ ଅନୁରୋଧ କରିଛନ୍ତି। ସେତୁ ନିର୍ମାଣକୁ ନେଇ କୋର୍ଟରେ ଚାଲିଥିବା ମାମଲାର ଶୁଣାଣି ୨୩ରେ ହେବାକୁ ଥିବାରୁ ସେପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ଗାଁ […]

kosai satu

kosai satu

Rakesh Mallick
  • Published: Thursday, 18 August 2016
  • Updated: 18 August 2016, 08:15 PM IST

Sports

Latest News

kosai satuକେନ୍ଦୁଝର: ଆନନ୍ଦପୁର ବେଲବାହାଳିଠାରେ କୁଶେଇ ନଦୀ ଉପରେ ସେତୁ କାମ ଆଜିଠାରୁ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ସେତୁ କାମ ବନ୍ଦ ପାଇଁ ଗାଁ ଲୋକେ ଦାବି କରିଛନ୍ତି। ଘସିପୁରା ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ସହିତ କାମରେ ସହଯୋଗ କରିବାକୁ ଗାଁ ଲୋକଙ୍କୁ ଅନୁରୋଧ କରିଛନ୍ତି। ସେତୁ ନିର୍ମାଣକୁ ନେଇ କୋର୍ଟରେ ଚାଲିଥିବା ମାମଲାର ଶୁଣାଣି ୨୩ରେ ହେବାକୁ ଥିବାରୁ ସେପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ଗାଁ ଲୋକେ ଦାବି କରିଛନ୍ତି।

ଆଜି ୫ ଜଣ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସେତୁ ନିର୍ମାଣ କାମ ଆରମ୍ଭ ହେବାକୁ ଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଅପରାହ୍ନରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଆନ୍ଦୋଳନ ସ୍ଥଳରେ ପହଞ୍ଚିଥିଲେ।

ଗତକାଲିଠାରୁ ଆରମ୍ଭ ହେବାକୁ ଥିବା ଏହି ସେତୁ କାମକୁ ସ୍ଥଗିତ ରଖାଯାଇଥିଲା। ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ଆଲୋଚନା ପରେ କାମ ଆରମ୍ଭ ନେଇ ଦିନ ଧାର୍ଯ୍ୟ ହେବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ କହିଥିଲେ।

ସେତୁ ନିର୍ମାଣକୁ ନେଇ ପୂର୍ବରୁ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେତୁ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବା ସହ ଫୋର୍ସ ମୁତୟନ ହୋଇଛନ୍ତି।

ସେତୁର ପ୍ରସ୍ତାବିତ ସ୍ଥାନକୁ ନେଇ ଗତବର୍ଷ ଜୁଲାଇ ୭ ତାରିଖରେ ଏଠାରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ସ୍ଥାନୀୟ ଲୋକଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କାରୀଙ୍କୁ ଭେଟିଥିଲେ। ଏହାପରେ ସେତୁ ସ୍ଥାନ ପରିବର୍ତ୍ତନ ନେଇ ଉଦ୍ୟମ କରାଯାଇଥିଲା। ଏନ୍‌ଏଚ୍‌ଏଆଇ ଦ୍ୱାରା ନିର୍ଦ୍ଧାରିତ ସ୍ଥାନ ହିଁ ସେତୁ ନିର୍ମାଣ ପାଇଁ ଉପଯୁକ୍ତ ବୋଲି ଖଡ଼ଗପୁର ଆଇଆଇଟି ବିଶେଷଜ୍ଞ ଟିମ୍‌ କହିଥିଲେ। ବିଶେଷଜ୍ଞ ଟିମ୍‌ଙ୍କ ମତ ପରେ ପ୍ରସ୍ତାବିତ ସ୍ଥାନରେ ସେତୁ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story