ଲଖନପୁର ଚାଷୀଙ୍କ ଦାବି- ଜମିକୁ ପାଣି ଦିଅ ନଚେତ୍ ଛତିଶଗଡ଼ରେ ମିଶାଇ ଦିଅ

ଲଖନପୁର: ଜମିକୁ ପାଣି ଦିଅ ନଚେତ୍ ଛତିଶଗଡ଼ ରାଜ୍ୟରେ ମିଶାଇ ଦିଅ। ଏମିତି କିଛି ଦାବି ନେଇ ଆଜି ଝାରସୁଗୁଡ଼ା ଜିଲ୍ଲା ଲଖନ୍‌ପୁର ବ୍ଲକ୍ କଣ୍ଢେଇକେଳା ଗାଁର ଶିବ ମନ୍ଦିରରେ ଏକାଠି ହୋଇଥିଲେ ୧୯ ଖଣ୍ଡ ମୌଜାର ଲୋକ। ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହେଲା ଏଇ ଗାଁ ଲୋକେ ପ୍ରଧାନମନ୍ତ୍ରୀଙ୍କ ପାଖରେ ଫେରାଦ ହେବେ। ପ୍ରଧାନମନ୍ତ୍ରୀଙ୍କ ବରଗଡ ଗସ୍ତ ସମୟରେ ଏମାନେ ତାଙ୍କୁ ଦାବିପତ୍ର ଦେବେ। ସେମାନେଙ୍କ ସମସ୍ୟାର ସମାଧାନ କରାଯାଉ ନଚେତ୍ ଛତିଶଗଡ଼ରେ ମିଶାଇ ଦିଆଯାଉ ବୋଲି […]

lakhanpur

lakhanpur

Rakesh Mallick
  • Published: Saturday, 13 February 2016
  • Updated: 13 February 2016, 04:29 PM IST

Sports

Latest News

lakhanpurଲଖନପୁର: ଜମିକୁ ପାଣି ଦିଅ ନଚେତ୍ ଛତିଶଗଡ଼ ରାଜ୍ୟରେ ମିଶାଇ ଦିଅ। ଏମିତି କିଛି ଦାବି ନେଇ ଆଜି ଝାରସୁଗୁଡ଼ା ଜିଲ୍ଲା ଲଖନ୍‌ପୁର ବ୍ଲକ୍ କଣ୍ଢେଇକେଳା ଗାଁର ଶିବ ମନ୍ଦିରରେ ଏକାଠି ହୋଇଥିଲେ ୧୯ ଖଣ୍ଡ ମୌଜାର ଲୋକ। ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହେଲା ଏଇ ଗାଁ ଲୋକେ ପ୍ରଧାନମନ୍ତ୍ରୀଙ୍କ ପାଖରେ ଫେରାଦ ହେବେ। ପ୍ରଧାନମନ୍ତ୍ରୀଙ୍କ ବରଗଡ ଗସ୍ତ ସମୟରେ ଏମାନେ ତାଙ୍କୁ ଦାବିପତ୍ର ଦେବେ। ସେମାନେଙ୍କ ସମସ୍ୟାର ସମାଧାନ କରାଯାଉ ନଚେତ୍ ଛତିଶଗଡ଼ରେ ମିଶାଇ ଦିଆଯାଉ ବୋଲି ପ୍ରଧାନମନ୍ତ୍ରୀଙ୍କ ପାଖରେ ଦାବି କରିବେ ରେମତା, କଣ୍ଢେଇକେଲା, ପିଥିଣ୍ଡା, ଚାରପାଲି ଭଳି ଗାଁର ଲୋକେ।

ଚାଷୀ ନେତା ଜନାର୍ଦ୍ଦନ ପଣ୍ଡା କହିଛନ୍ତି, ଓଡ଼ିଶା ସରକାର ବାରମ୍ବାର ଠକୁଛନ୍ତି। ମେଗା ପ୍ରକଳ୍ପ କରିବେ ବୋଲି କହୁଛନ୍ତି। କିନ୍ତୁ ପ୍ରକଳ୍ପ ଆରମ୍ଭ ହେଉନି। ୧୯ ଖଣ୍ଡ ମୌଜାର ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ପ୍ରତିଶ୍ରୁତି ରକ୍ଷା କରୁ ନାହାନ୍ତି। ଏଣୁ ଏହି ୧୯ ଖଣ୍ଡ ମୌଜାର ଲୋକ ଆସନ୍ତା ୨୧ ତାରିଖରେ ବରଗଡ଼ ଚାଷୀ ସମାବେଶରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ସମସ୍ୟା ଜଣାଇବେ। ଓଡ଼ିଶା ସରକାର ସେମାନଙ୍କ ସମସ୍ୟାର ସମାଧାନ ନ କରି ପାରିଲେ ସେମାନଙ୍କୁ ଛତିଶଗଡ଼ରେ ମିଶାଇ ଦେବାକୁ ଦାବି କରିବେ।

ଗୁଣନିଧୀ ପ୍ରଧାନ କହିଛନ୍ତି ଯେ ଚାଷୀମାନଙ୍କ ସୁବିଧା ନ କଲା ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ। ଅନଶନ ଓ ପ୍ରତିବାଦ କରିବୁ। ଆମେ ଦେଖୁଛୁ ପାଖରେ ଛତିଶଗଡ଼ ସରକାର ତାଙ୍କ ଲୋକଙ୍କ ପାଇଁ ଭଲ ସୁବିଧା କରୁଛନ୍ତି। ତେଣୁ  ଯେଉଁ ଛତିଶଗଡ଼ରେ ଥିଲୁ ସେଇ ଛତିଶଗଡ଼କୁ ଆମକୁ ଫେରାଇ ଦିଆଯାଉ।

କଣ୍ଢେଇକେଳାର ସରୋଜିନୀ ବାରିକ କହିଛନ୍ତି, ‘ଓଡ଼ିଶା ସରକାର ତ ଆମ ପାଇଁ କିଛି ସୁବିଧା କରୁ ନାହାନ୍ତି। ଆମେ କାହିଁକି ଓଡ଼ିଶାରେ ରହିବୁ? ପାଣି ପାଇଁ ଡହଳ ବିକଳ ହେଉଛୁ। ଡାକ୍ତରଖାନା ନାହିଁ। ଭୋଟ୍ ବେଳେ ନେତାଏ ଆସୁଛନ୍ତି ଓ ପ୍ରତିଶ୍ରୁତି ଦେଇ ଚାଲି ଯାଉଛନ୍ତି।’

ଏହି ୧୯ ଖଣ୍ଡ ମୌଜାରେ ୪ଟି ଗ୍ରାମ ପଞ୍ଚାୟତକୁ ହୀରାକୁଦ ଜଳଭଣ୍ଡାର ଘେରି ରହିଛି। ହେଲେ ଏକର ଏକର ଜମି ପଡିଆ ହୋଇ ପଡ଼ିଛି। ଏହି ଅଞ୍ଚଳରେ ଏକ ମେଗା ବୃହତ ଉଠା ଜଳସେଚନ ପ୍ରକଳ୍ପ ଘୋଷଣା କରିଥିଲେ ସରକାର। କିନ୍ତୁ ଏ ପର୍ଯ୍ୟନ୍ତ ସେହି ପ୍ରକଳ୍ପ ହୋଇପାରିଲା ନାହିଁ। ତାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ଅନ୍ୟପକ୍ଷରେ ଜିଲ୍ଲପାଳ ପରମେଶ୍ୱରନ୍.ବି କହିଛନ୍ତି ଯେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ଖୁବଶୀଘ୍ର ସବୁ ସମସ୍ୟାର ସମାଧାନ ହେବ।

ଆସନ୍ତା ୨୧ ତାରିଖରେ ବରଗଡ଼ରେ ଚାଷୀ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମାବେଶରେ ମୋଦିଙ୍କୁ ଦାବିପତ୍ର ଦେବେ ଲଖନପୁର ବ୍ଲକର ଚାଷୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story