ବନ୍ଧରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରାଞ୍ଚଳ ଗୁମାଡେରା ପ୍ରକଳ୍ପ ବିଦ୍ୟାଳୟର ଦୁଇ ଜଣ ଛାତ୍ର ବନ୍ଧରେ ଗାଧୋଇଥିବା ବେଳେ ବୁଡିଯାଇ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ସପ୍ତମ ଶ୍ରେଣୀ ଛାତ୍ର କ୍ଷେତ୍ରବାସୀ ସୁନା ଓ ଚତୁର୍ଥ ଶ୍ରେଣୀ ଛାତ୍ର ଚିନ୍ମୟ ଯାଦବ। ସବୁ ଦିନ ପରେ ଆଜି ଏହି ଛାତ୍ର ସ୍କୁଲ ଯାଇଥିଲେ। ଖେଳ ଛୁଟିରେ ଏମାନେ ବନ୍ଧରେ ଗାଧଉଥିବା ବେଳେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଜାଣିପାରି ସେମାନଙ୍କ ମୃତଦେହ ବନ୍ଧରୁ ଉଦ୍ଧାର କରିଥିଲେ। ସ୍କୁଲ […]

lakhanpur accident

lakhanpur accident

Rakesh Mallick
  • Published: Friday, 31 March 2017
  • Updated: 31 March 2017, 08:03 PM IST

Sports

Latest News

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରାଞ୍ଚଳ ଗୁମାଡେରା ପ୍ରକଳ୍ପ ବିଦ୍ୟାଳୟର ଦୁଇ ଜଣ ଛାତ୍ର ବନ୍ଧରେ ଗାଧୋଇଥିବା ବେଳେ ବୁଡିଯାଇ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ସପ୍ତମ ଶ୍ରେଣୀ ଛାତ୍ର କ୍ଷେତ୍ରବାସୀ ସୁନା ଓ ଚତୁର୍ଥ ଶ୍ରେଣୀ ଛାତ୍ର ଚିନ୍ମୟ ଯାଦବ। ସବୁ ଦିନ ପରେ ଆଜି ଏହି ଛାତ୍ର ସ୍କୁଲ ଯାଇଥିଲେ। ଖେଳ ଛୁଟିରେ ଏମାନେ ବନ୍ଧରେ ଗାଧଉଥିବା ବେଳେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଜାଣିପାରି ସେମାନଙ୍କ ମୃତଦେହ ବନ୍ଧରୁ ଉଦ୍ଧାର କରିଥିଲେ।

ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଖାମ୍‌ଖିଆଲ ନୀତି ଯୋଗୁଁ ପିଲାମାନେ ବନ୍ଧରେ ବଡି ଯାଇଥିଲେ। ଏନେଇ ଅଭିଭାବକମାନେ ଅଭିଯୋଗ କରିବା ପରେ ବିଆର୍‌ସିସି ୩ ଜଣ ଶିକ୍ଷୟିତ୍ରୀଙ୍କୁ ନିଲମ୍ୱିତ କରିଛନ୍ତି। ସ୍କୁଲର ପ୍ରଧାନଶିକ୍ଷକ ଫେରାର ହୋଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos