‘ଲକ୍ଷ୍ୟ’ର ବ୍ୟବହାରିକ ପରୀକ୍ଷଣ ସଫଳ

ବାଲେଶ୍ୱର: ଅପରାହ୍ନ ପ୍ରାୟ ୪ଟା ୨୪ ମିନିଟ୍ରେ ଚାଳକ ବିହୀନ ବିମାନ୍ଗ୍ଧଲକ୍ଷ୍ୟଗ୍ଦର ବ୍ୟବହାରିକ ପରୀକ୍ଷା କରାଯାଇଛି। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୨ ନମ୍ବର ଲଞ୍ଚପ୍ୟାଡ୍ରୁ ଏହି ପରୀକ୍ଷଣ କରାଯାଇଥିଲା। ୭୫୦ କିଲୋଗ୍ରାମ ଓଜନର ଏହି ବିମାନ ଏକସାଙ୍ଗରେ ୧୫୦ କିମି ପର୍ଯ୍ୟନ୍ତ ଉଡାନ କରିପାରିବାର କ୍ଷମତା ରଖିଛି। ଏହା ଶବ୍ଦର ଗତିଠାରୁ ୦.୭ ଗୁଣ ଅଧିକ ବେଗରେ ଗତି କରିପାରେ। ଲକ୍ଷ୍ୟର ଲମ୍ବ ୨.୩୮୫ ମିଟର ଓ ଡେଣା ୫ ମାଟର । ଏହା ଉଡାଣ […]

LAKSHYA-BLS

LAKSHYA-BLS

Rakesh Mallick
  • Published: Wednesday, 15 March 2017
  • Updated: 15 March 2017, 10:08 PM IST

ବାଲେଶ୍ୱର: ଅପରାହ୍ନ ପ୍ରାୟ ୪ଟା ୨୪ ମିନିଟ୍ରେ ଚାଳକ ବିହୀନ ବିମାନ୍ଗ୍ଧଲକ୍ଷ୍ୟଗ୍ଦର ବ୍ୟବହାରିକ ପରୀକ୍ଷା କରାଯାଇଛି। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୨ ନମ୍ବର ଲଞ୍ଚପ୍ୟାଡ୍ରୁ ଏହି ପରୀକ୍ଷଣ କରାଯାଇଥିଲା।

୭୫୦ କିଲୋଗ୍ରାମ ଓଜନର ଏହି ବିମାନ ଏକସାଙ୍ଗରେ ୧୫୦ କିମି ପର୍ଯ୍ୟନ୍ତ ଉଡାନ କରିପାରିବାର କ୍ଷମତା ରଖିଛି। ଏହା ଶବ୍ଦର ଗତିଠାରୁ ୦.୭ ଗୁଣ ଅଧିକ ବେଗରେ ଗତି କରିପାରେ। ଲକ୍ଷ୍ୟର ଲମ୍ବ ୨.୩୮୫ ମିଟର ଓ ଡେଣା ୫ ମାଟର । ଏହା ଉଡାଣ ସମୟରେ  ଶତ୍ରୁ ପକ୍ଷର ଫଟୋ, ଭିଡିଓ  ସିଧାସଳଖ କଣ୍ଟୋଲ ରୁମ୍‌କୁ ପଠାଇବାକୁ ସକ୍ଷମ। କଣ୍ଟୋଲ୍‌ ରୁମ୍‌ରୁ ‘ଲକ୍ଷ୍ୟ’କୁ ରିମୋଟ୍‌ କଣ୍ଟ୍ରୋଲ ମାଧ୍ୟମରେ ନିୟନ୍ତ୍ରଣ କରାଯାଇ ପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story