ଲାଲଗଡ଼ରେ ରହସ୍ୟମୟ ଲାଲ୍‌ ଘର

ମାଲକାନଗିରି (ଓଡ଼ିଶା ରିପୋର୍ଟ): ପିପୁଲ୍ସ ଲିବରେସନ୍‌ ଗରିଲା ଆର୍ମି (ପିଏଲ୍‌ଜିଏ) ସପ୍ତାହ ପାଳନ କରିବା ପୂର୍ବରୁ ମାଓବାଦୀମାନେ ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ନିର୍ମାଣ କରିଛନ୍ତି ଲାଲ୍‌ ଘର। ମାତ୍ର ଏହି ଘର ନିର୍ମାଣ ପଛରେ ପ୍ରକୃତ କାରଣ କଣ ରହିଛି, ତାହା ଜଣାପଡ଼ି ନାହିଁ। ତେବେ ପିଏଲ୍‌ଜିଏ ସପ୍ତାହ ପାଳନ ନେଇ ରଣନୀତି ପ୍ରସ୍ତୁତ ପାଇଁ ଏହି ଲାଲ୍‌ ଘର ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି। ଏହି ଖବର ପ୍ରଚାରିତ ହେବା ପରେ ଭୟର ବାତାବରଣ ଖେଳି ଯାଇଛି। […]

lal-house-of-naxal-in-malkangiri

lal-house-of-naxal-in-malkangiri

Rakesh Mallick
  • Published: Thursday, 30 November 2017
  • Updated: 30 November 2017, 04:20 PM IST

Sports

Latest News

ମାଲକାନଗିରି (ଓଡ଼ିଶା ରିପୋର୍ଟ): ପିପୁଲ୍ସ ଲିବରେସନ୍‌ ଗରିଲା ଆର୍ମି (ପିଏଲ୍‌ଜିଏ) ସପ୍ତାହ ପାଳନ କରିବା ପୂର୍ବରୁ ମାଓବାଦୀମାନେ ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ନିର୍ମାଣ କରିଛନ୍ତି ଲାଲ୍‌ ଘର। ମାତ୍ର ଏହି ଘର ନିର୍ମାଣ ପଛରେ ପ୍ରକୃତ କାରଣ କଣ ରହିଛି, ତାହା ଜଣାପଡ଼ି ନାହିଁ। ତେବେ ପିଏଲ୍‌ଜିଏ ସପ୍ତାହ ପାଳନ ନେଇ ରଣନୀତି ପ୍ରସ୍ତୁତ ପାଇଁ ଏହି ଲାଲ୍‌ ଘର ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି। ଏହି ଖବର ପ୍ରଚାରିତ ହେବା ପରେ ଭୟର ବାତାବରଣ ଖେଳି ଯାଇଛି।

ମାଓବାଦୀମାନେ ଡିସେମ୍ୱର ୨ରୁ ୮ ତାରିଖ ମଧ୍ୟରେ ପିଏଲ୍‌ଜିଏ ସପ୍ତାହ ପାଳନ କରିବେ। ଏ ସମ୍ପର୍କରେ କାଲିମେଳା ଥାନା ଅଞ୍ଚଳର ବଡ଼ିଗେଟା, ଟାକଗୁଡ଼ା, ସାନଟେକ୍‌ଗୁଡ଼ାରେ ମରାଯାଇଥିବା ପୋଷ୍ଟରରୁ ଜଣାପଡ଼ିଛି। ଏହାଛଡ଼ା ତୋଟାଗୁଡ଼ା ନିକଟସ୍ଥ ପାହାଡ଼ ଉପରେ ମାଓବାଦୀମାନେ ଏକ ସ୍ଥାୟୀ ଘର ନିର୍ମାଣ କରିଛନ୍ତି। ଏହି ଘରକୁ ଲାଲ୍‌ ରଙ୍ଗ ଦିଆଯାଇଛି। ଏପରିକି ଘର ଚାରି ପାଖରେ ବାଡ଼ ଘେରାଯାଇଛି। ପିଏଲ୍‌ଜିଏ ସପ୍ତାହ ଅବସରରେ ଆସନ୍ତା ଦୁଇ ତାରିଖରେ ଏହି ଘର ଉଦ୍‌ଘାଟନ କରାଯିବ ବୋଲି ଜଣାପଡ଼ିଛି।

ପୂର୍ବରୁ ମାଓବାଦୀମାନେ ସହିଦ୍‌ ସ୍ତମ୍ଭ ନିର୍ମାଣ କରି ପିଏଲ୍‌ଜିଏ ସପ୍ତାହ ପାଳନ କରୁଥିଲେ। ଗତବର୍ଷ ଗୋରାସେତୁରେ ଅସ୍ଥାୟୀ ଘର ନିର୍ମାଣ କରି ସହିଦ୍‌ ଦିବସ ପାଳନ କରିଥିଲେ। ଏଥର କିନ୍ତୁ ଦୁଇ ପାଦ ଆଗକୁ ଯାଇ ମାଓବାଦୀମାନେ ସ୍ଥାୟୀ ଘର ନିର୍ମାଣ କରି ପିଏଲ୍‌ଜିଏ ସପ୍ତାହ ପାଳନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏଥିସହ ସ୍ଥାନୀୟ ଅଞ୍ଚଳର ଆଦିବାସୀ ଯୁବକ ଓ ଯୁବତୀଙ୍କୁ ମାଓସଙ୍ଗଠନରେ ସାମିଲ କରିବା ପାଇଁ ଯୋଜନା କରାଯାଉଛି। ମାଓବାଦୀମାନେ ଲାଲଘର ନିର୍ମାଣ କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

ପୋଷ୍ଟରରେ କ’ଣ ଲେଖାଯାଇଛି?

ମାଓବାଦୀଙ୍କ ଗତିବିଧି ଲକ୍ଷ୍ୟ କରି ପୋଲିସକୁ ଖବର ଦିଆଯାଉଛି। ଏଥିରୁ ନିବୃତ୍ତ ରହିବା ପାଇଁ ପୋଲିସ ଇନ୍‌ଫର୍ମରମାନଙ୍କୁ ମାଓବାଦୀମାନେ ଧମକ ଦେଇଛନ୍ତି। ଏହାଛଡ଼ା ଗ୍ରାମ ସଭାରୁ ଚାନ୍ଦା ନଆଦାୟ କରିବାକୁ ମୁଖୀଆମାନଙ୍କୁ କୁହାଯାଇଛି। ଗୁଣିଆ ବା ଦିଶାରୀଙ୍କୁ ନିଜର କାର୍ଯ୍ୟ ଛାଡ଼ିବାକୁ ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି।

ମାଲକାନଗିରି ଏସ୍‌ପି କହିଛନ୍ତି-“ନିର୍ମାଣ ହୋଇଥିବା ଲାଲ ଘରଟି ବିଚ୍ଛିନ୍ନାଞ୍ଚଳର ଅପହଞ୍ଚ ଓ ଜଳ ପଥ ମଧ୍ୟରେ ରହିଛି। ସେହି ଅଞ୍ଚଳରେ ପୋଲିସର ଗତିବିଧି କମ୍‌ ରହିଛି। ତେଣୁ ମାଓବାଦୀମାନେ ସକ୍ରିୟ ଅଛନ୍ତି। ତେବେ ପୋଲିସ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story