ଜମିବାଡି ବିବାଦରୁ ଜଣଙ୍କୁ ମରଣାନ୍ତକ ଆକ୍ରମଣ

ନୀଳଗିରି (ଓଡ଼ିଶା ରପୋର୍ଟର): ଜମିବାଡି ବିବାଦକୁ ନେଇ ବାଲେଶ୍ୱର ଜିଲ୍ଲା ନୀଳଗିରିର ଧୁବଶିଳା ପଞ୍ଚାୟତର ରାଧାବଲ୍ଲଭପୁର ଗାଁର ବରଦା ପ୍ରସନ୍ନ ବାରିକଙ୍କୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରାଯାଇଛି।

ଆଜି ବରଦା ବିଲରୁ ଫେରୁଥିବା ବେଳେ ପଡୋଶୀ ମନ୍ମଥ ବାରିକ ତାଙ୍କୁ ଗାଳିଗୁଲଜ କରିବା ସହ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବରଦାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ କରିବା ପରେ ମନ୍ମଥ ନୀଳଗିରି ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

ବିଜେପିକୁ ପରାମର୍ଶ ଦେଉଛି ବିଜେଡି, ନିଜ ସଂଗଠନ ସମ୍ପାଦକ ମାନୁନାହାନ୍ତି ନିୟମ

ପୁଣି ଗଞ୍ଜାମ ଗଲେ ୫ ଓଏଏସ୍ ଓ ୩୨ ଓଆରଏସ୍‌

ସ୍ୱାମୀଙ୍କ ସହିତ ଝଗଡ଼ା କରି ନଦୀକୁ ଡେଇଁ ପଡ଼ିଲେ ସ୍ତ୍ରୀ

କଂଗ୍ରେସ ଛାଡ଼ିବେ କି ପ୍ରଦୀପ ମାଝୀ ? ଇସାରାରେ ଅଛି ମଞ୍ଜ କଥା

୧୩୦ ଡାକ୍ତରଙ୍କୁ ପଠାଗଲା ଗଞ୍ଜାମ

‘କରୋନା’ ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ୫ଟି ଜିଲ୍ଲା

ରାଜ୍ୟ ସରକାରଙ୍କ ବିଫଳତାରୁ ଭୟଙ୍କର ସ୍ଥିତିରେ କରୋନା: ବିଜେପି

ସ୍ୱାବ୍‌ ସଂଗ୍ରହ ବେଳେ ବନ୍ଧୁକ ଦେଖାଇଲେ

ପ୍ରସଙ୍ଗର ଜବାବ ନରଖି ଅଭିଯୋଗ ଲଦିଲା ବିଜେଡି

ବିଜେଡି ଓ ବିଜେପିର ରାଜନୀତି ଯୋଗୁ ମହାନଦୀ ଜଳ ବିବାଦ : ନିରଞ୍ଜନ

ଇସ୍କନ୍ ମନ୍ଦିର ପଛ ରାସ୍ତାରେ ଘଟିଲା ଛାତିଥରା ଘଟଣା

ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ