ଜମିବାଡି ବିବାଦରୁ ଜଣଙ୍କୁ ମରଣାନ୍ତକ ଆକ୍ରମଣ

ନୀଳଗିରି (ଓଡ଼ିଶା ରପୋର୍ଟର): ଜମିବାଡି ବିବାଦକୁ ନେଇ ବାଲେଶ୍ୱର ଜିଲ୍ଲା ନୀଳଗିରିର ଧୁବଶିଳା ପଞ୍ଚାୟତର ରାଧାବଲ୍ଲଭପୁର ଗାଁର ବରଦା ପ୍ରସନ୍ନ ବାରିକଙ୍କୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଆଜି ବରଦା ବିଲରୁ ଫେରୁଥିବା ବେଳେ ପଡୋଶୀ ମନ୍ମଥ ବାରିକ ତାଙ୍କୁ ଗାଳିଗୁଲଜ କରିବା ସହ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବରଦାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ କରିବା ପରେ ମନ୍ମଥ ନୀଳଗିରି ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।

Rakesh Mallick
  • Published: Sunday, 17 September 2017
  • Updated: 17 September 2017, 06:53 PM IST

Sports

Latest News

ନୀଳଗିରି (ଓଡ଼ିଶା ରପୋର୍ଟର): ଜମିବାଡି ବିବାଦକୁ ନେଇ ବାଲେଶ୍ୱର ଜିଲ୍ଲା ନୀଳଗିରିର ଧୁବଶିଳା ପଞ୍ଚାୟତର ରାଧାବଲ୍ଲଭପୁର ଗାଁର ବରଦା ପ୍ରସନ୍ନ ବାରିକଙ୍କୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରାଯାଇଛି।

ଆଜି ବରଦା ବିଲରୁ ଫେରୁଥିବା ବେଳେ ପଡୋଶୀ ମନ୍ମଥ ବାରିକ ତାଙ୍କୁ ଗାଳିଗୁଲଜ କରିବା ସହ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବରଦାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ କରିବା ପରେ ମନ୍ମଥ ନୀଳଗିରି ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos