ଏଣିକି ଅନ୍‌ଲାଇନ୍‌ରେ ହେବ ମ୍ୟୁଟେସନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ଅନ୍‌ଲାଇନ୍‌ରେ ହେବ ମ୍ୟୁଟେସନ। ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ଆଜି ସଚିବାଳୟରେ ଅନ୍‌ଲାଇନ୍‌ରେ ଜମିଜମା ମ୍ୟୁଟେସନ ବ୍ୟବସ୍ଥାର ଉନ୍‌ଘାଟନ କରିଛନ୍ତି। ପ୍ରଥମ ଦଫାରେ ୨୫ଟି ଜିଲ୍ଲାର ୩୮ଟି ତହସିଲ୍‌ରେ ଏହି ସେବା ଆରମ୍ଭ ହୋଇଛି। ଆସନ୍ତା ୧୫ ଦିନ ଭିତରେ ୧୦୦ଟି ତହସିଲ୍‌ରେ ଏହି ସେବା କାର୍ଯ୍ୟକାରୀ କରାଯିବ। ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ୩୧୭ ତହସିଲ୍‌ରେ ଏହି ସେବା ଉପଲବ୍ଧ ହେବ ବୋଲି ରାଜସ୍ୱମନ୍ତ୍ରୀ କହିଛନ୍ତି। ଏହି ଅବସରରେ ରାଜସ୍ୱ ବିଭାଗ […]

Land-registration-to-be-cashless-from-September-1-in-Odisha-1

Rakesh Mallick
  • Published: Friday, 29 December 2017
  • Updated: 29 December 2017, 09:11 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ଅନ୍‌ଲାଇନ୍‌ରେ ହେବ ମ୍ୟୁଟେସନ। ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ଆଜି ସଚିବାଳୟରେ ଅନ୍‌ଲାଇନ୍‌ରେ ଜମିଜମା ମ୍ୟୁଟେସନ ବ୍ୟବସ୍ଥାର ଉନ୍‌ଘାଟନ କରିଛନ୍ତି। ପ୍ରଥମ ଦଫାରେ ୨୫ଟି ଜିଲ୍ଲାର ୩୮ଟି ତହସିଲ୍‌ରେ ଏହି ସେବା ଆରମ୍ଭ ହୋଇଛି। ଆସନ୍ତା ୧୫ ଦିନ ଭିତରେ ୧୦୦ଟି ତହସିଲ୍‌ରେ ଏହି ସେବା କାର୍ଯ୍ୟକାରୀ କରାଯିବ। ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ୩୧୭ ତହସିଲ୍‌ରେ ଏହି ସେବା ଉପଲବ୍ଧ ହେବ ବୋଲି ରାଜସ୍ୱମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ରାଜସ୍ୱ ବିଭାଗ ପକ୍ଷରୁ ପ୍ରସ୍ତୁତ ଡୁଇଷ୍ଟ ଅର୍ଥାତ ଡାଇରେକ୍ଟ ୱେବ୍‌ ବେସ୍ଡ ଇନ୍‌ଫରର୍ମେସନ ସିଷ୍ଟମ୍ ଅଫ୍ ତହସିଲ୍ ନାମକ ଏକ ୱେବ ପୋର୍ଟାଲକୁ ମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ଏହି ପୋର୍ଟାଲରେ ରାଜ୍ୟର ସବୁ ତହସିଲ୍ ସେମାନଙ୍କ ତଥ୍ୟ ଅପ୍‌ଲୋଡ଼୍‌ କରିବେ। ଆବେଦନକାରୀ ଏହି ପୋଟାଲ୍‌କୁ ଯାଇ କେବଳ ସେମାନଙ୍କ ଆବେଦନ ସଂଖ୍ୟା ଏଣ୍ଟ୍ରି କରି ସେମାନଙ୍କ ଆବେଦନର ଷ୍ଟାଟସ୍ ଜାଣିପାରିବେ।

https://youtu.be/niy4PK286lg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story