ଜମି ଠକେଇ: ହାଇଟେକ ଗ୍ରୁପ୍ ମୁଖ୍ୟ ତିରୁପତି ପାଣିଗ୍ରାହୀ ସୁପ୍ରିମକୋର୍ଟରେ ଦାଖଲ କଲେ ୯ କୋଟି ଟଙ୍କା

ନୂଆଦିଲ୍ଲୀ/ଭୁବନେଶ୍ୱର: ହାଇଟେକ ଜମି ଠକେଇ ମାମଲାରେ ସୋମବାର ତିରୁପତି ପାଣିଗ୍ରାହୀ ସୁପ୍ରିମକୋର୍ଟରେ ୯କୋଟି ଟଙ୍କା ଦାଖଲ କରିଛନ୍ତି। ଏହା ସହିତ ବର୍ତ୍ତମାନ ସୁଦ୍ଧା ସେ ସୁପ୍ରିମକୋର୍ଟରେ ୪୭କୋଟି ଟଙ୍କା ଦାଖଲ କରିସାରିଲେଣି। ତାଙ୍କୁ ଆହୁରି ୧୬.୫ କୋଟି ଟଙ୍କା ଦାଖଲ କରିବାକୁ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବାକି ୧୬.୫ କୋଟି ଟଙ୍କା ସେ ପରବର୍ତ୍ତୀ ସମୟରେ ଦାଖଲ କରିବେ। ଏହାପୂର୍ବରୁ ଗତ ଜୁଲାଇ ୬ ତାରିଖରେ ତିରୁପତି ପାଣିଗ୍ରାହୀ ସୁପ୍ରିମକୋର୍ଟରେ ଦୁଇଟି କିସ୍ତିରେ ୩୮ କୋଟି ଟଙ୍କା […]

tirupati

tirupati

Rakesh Mallick
  • Published: Monday, 23 November 2015
  • Updated: 16 May 2016, 09:01 AM IST

Sports

Latest News

ନୂଆଦିଲ୍ଲୀ/ଭୁବନେଶ୍ୱର: ହାଇଟେକ ଜମି ଠକେଇ ମାମଲାରେ ସୋମବାର ତିରୁପତି ପାଣିଗ୍ରାହୀ ସୁପ୍ରିମକୋର୍ଟରେ ୯କୋଟି ଟଙ୍କା ଦାଖଲ କରିଛନ୍ତି। ଏହା ସହିତ ବର୍ତ୍ତମାନ ସୁଦ୍ଧା ସେ ସୁପ୍ରିମକୋର୍ଟରେ ୪୭କୋଟି ଟଙ୍କା ଦାଖଲ କରିସାରିଲେଣି। ତାଙ୍କୁ ଆହୁରି ୧୬.୫ କୋଟି ଟଙ୍କା ଦାଖଲ କରିବାକୁ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବାକି ୧୬.୫ କୋଟି ଟଙ୍କା ସେ ପରବର୍ତ୍ତୀ ସମୟରେ ଦାଖଲ କରିବେ। ଏହାପୂର୍ବରୁ ଗତ ଜୁଲାଇ ୬ ତାରିଖରେ ତିରୁପତି ପାଣିଗ୍ରାହୀ ସୁପ୍ରିମକୋର୍ଟରେ ଦୁଇଟି କିସ୍ତିରେ ୩୮ କୋଟି ଟଙ୍କା ଦାଖଲ କରିଥିଲେ।

ସୂଚନାଯୋଗ୍ୟ, ଲୋକଙ୍କଠାରୁ ଟଙ୍କା ନେଇ ଜମି ନ ଦେବା ଅଭିଯୋଗରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା ପକ୍ଷରୁ ୨୦୧୨ ଡିସେମ୍ବର ୫ରେ ତିରୁପତି ପାଣିଗ୍ରାହୀଙ୍କ ସମେତ ତାଙ୍କର ୨ଜଣ ସର୍ମ୍ପକୀୟ  ଓ ହାଇଟେକ୍ ଗ୍ରୁପର ନିର୍ଦ୍ଦେଶକ ତିରୁପତି ଚୌଧୁରୀ ଏବଂ ମଧୁସୂଦନ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିଲା। ଏମାନେ ଜମି ଦେବା ନାଁରେ ୨୦୦୯ରୁ ଲୋକମାନଙ୍କ ଠାରୁ ଟଙ୍କା ନେଇଥିଲେ। ତଦନ୍ତବେଳେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା ଜାଣିବାକୁ ପାଇଥିଲା ଯେ ହାଇଟେକ ଗ୍ରୁପ୍ ୩୧୫.୯୬କୋଟି ଟଙ୍କାର ଠକେଇ କରିଥିଲା। ସଂସ୍ଥା ରେସିଡେନ୍ସିଆଲ ପ୍ଲଟ ଯୋଗାଇ ଦେବାକୁ ୧୭,୧୮୧ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଥିଲା। ସେମାନଙ୍କ ମଧ୍ୟରୁ ମାତ୍ର ୨୮୦ଜଣଙ୍କୁ ଜମି ଯୋଗାଇ ଦେଇଥିଲା। କିନ୍ତୁ ବାକି ଲୋକେ ଜମି ପାଇ ନଥିଲେ କି ଟଙ୍କା ବି ଫେରସ୍ତ ପାଇ ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story