ମିଥ୍ୟା ସତ୍ୟପାଠ ଦେଇ ଜମି ହାତେଇଥିବା ଲୋକ ହୁସିଆର: ହେବ କ୍ରିମିନାଲ କେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଚ୍ଛାଧୀନ କୋଟାରେ ମିଥ୍ୟା ସତ୍ୟପାଠ ଦେଇ ବିଡିଏରେ ଏକାଧିକ ଜମି ହାତେଇ ଥିବା ଲୋକଙ୍କ ନାଁରେ ହେବ ଅପରାଧୀକ ମାମଲା। ପ୍ଲଟ ଆବଣ୍ଟନରେ ହୋଇଥିବା ଅନିୟମିତତାର ତଦନ୍ତ ପରେ, ତାରା ଦତ୍ତ ଟାସ୍କ ଫୋର୍ସ କମିଟି ଦେଇଥିବା ସୁପାରିଶର କାର୍ଯ୍ୟନ୍ୱୟନ ନେଇ ସଚିବାଳୟରରେ ସମୀକ୍ଷା ପରେ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ସେ କହିଛନ୍ତି-“ଦରଖାସ୍ତ ବେଳେ ଯେଉଁ ହିତାଧିକାରୀ ତଥ୍ୟ ଲୁଚାଇଥିଲେ ସେମାନଙ୍କ ବିରୋଧରେ କ୍ରିମିନାଲ୍ […]

aditya

aditya

Rakesh Mallick
  • Published: Tuesday, 19 December 2017
  • Updated: 19 December 2017, 10:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଚ୍ଛାଧୀନ କୋଟାରେ ମିଥ୍ୟା ସତ୍ୟପାଠ ଦେଇ ବିଡିଏରେ ଏକାଧିକ ଜମି ହାତେଇ ଥିବା ଲୋକଙ୍କ ନାଁରେ ହେବ ଅପରାଧୀକ ମାମଲା। ପ୍ଲଟ ଆବଣ୍ଟନରେ ହୋଇଥିବା ଅନିୟମିତତାର ତଦନ୍ତ ପରେ, ତାରା ଦତ୍ତ ଟାସ୍କ ଫୋର୍ସ କମିଟି ଦେଇଥିବା ସୁପାରିଶର କାର୍ଯ୍ୟନ୍ୱୟନ ନେଇ ସଚିବାଳୟରରେ ସମୀକ୍ଷା ପରେ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।

ସେ କହିଛନ୍ତି-“ଦରଖାସ୍ତ ବେଳେ ଯେଉଁ ହିତାଧିକାରୀ ତଥ୍ୟ ଲୁଚାଇଥିଲେ ସେମାନଙ୍କ ବିରୋଧରେ କ୍ରିମିନାଲ୍ ପ୍ରୋସିଡିଂ ଆରମ୍ଭ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି କାର୍ଯ୍ୟାନୁଷ୍ଠାନ ବେଳେ ଯେପରି ପ୍ରକୃତ ହିତାଧିକାରୀ ଅଯଥା ହଇରାଣ ନହୁଅନ୍ତି ସେଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।”

ବିଡିଏରେ ଇଚ୍ଛାଧୀନ କୋଟାରେ ପ୍ରାୟ ୭୯୦ଟି ପ୍ଲଟ ଆବଣ୍ଟନ କରାଯାଇଥିଲା। ସେଥିମଧ୍ୟରୁ ପ୍ରାଥମିକ ଭାବେ ସନ୍ଦେହାତ୍ମକ ମନେ କରାଯାଇଥିବା ୩୩୨ଟି ଫାଇଲ୍ ଭିଜିଲାନ୍ସ ନେଇଥିଲା। ବର୍ତ୍ତମାନ ସୁଦ୍ଧା ସେଥିରୁ ୪୮ଟିର ଅନୁସନ୍ଧାନ ସରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story