କଂଗ୍ରେସ ନେତାଙ୍କ ଗାଡ଼ିରୁ ୮୮,୭୧୦ ଟଙ୍କା ଜବତ

ଝାରସୁଗୁଡ଼ା: ଝାରସୁଗୁଡ଼ ଜିଲ୍ଲା ଲଖନପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଗୌତମ ପ୍ରଧାନଙ୍କ ଗାଡ଼ିରୁ ୮୮,୭୧୦ ଟଙ୍କା ଜବତ ହୋଇଛି। ଲଖନପୁର ଥାନା ପୋଲିସ୍‌ ୪୯ ନଂ. ଜାତୀୟ ରାଜପଥର ପୁତ୍ତିପଥରଠାରୁ ଗୌତମଙ୍କ ଗାଡି ଖାନତଲାସି କରି ଉକ୍ତ ଟଙ୍କା ଜବତ କରିଥିଲା। ମାଜିଷ୍ଟ୍ରଟ୍‌ ଉପସ୍ଥିତିରେ ଉକ୍ତ ଟଙ୍କା ପୋଲିସ କରି ଗୌତମଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ନିର୍ବାଚନ ପର୍ଯ୍ୟବେକ୍ଷକ ଓ ଜିଲ୍ଲାପାଳଙ୍କୁ ଅବଗତ କରାଇଛି ବୋଲି ମାଜିଷ୍ଟ୍ରେଟ୍‌ […]

laxmanpur police

laxmanpur police

Rakesh Mallick
  • Published: Wednesday, 08 February 2017
  • Updated: 08 February 2017, 08:13 PM IST

Sports

Latest News

ଝାରସୁଗୁଡ଼ା: ଝାରସୁଗୁଡ଼ ଜିଲ୍ଲା ଲଖନପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଗୌତମ ପ୍ରଧାନଙ୍କ ଗାଡ଼ିରୁ ୮୮,୭୧୦ ଟଙ୍କା ଜବତ ହୋଇଛି। ଲଖନପୁର ଥାନା ପୋଲିସ୍‌ ୪୯ ନଂ. ଜାତୀୟ ରାଜପଥର ପୁତ୍ତିପଥରଠାରୁ ଗୌତମଙ୍କ ଗାଡି ଖାନତଲାସି କରି ଉକ୍ତ ଟଙ୍କା ଜବତ କରିଥିଲା। ମାଜିଷ୍ଟ୍ରଟ୍‌ ଉପସ୍ଥିତିରେ ଉକ୍ତ ଟଙ୍କା ପୋଲିସ କରି ଗୌତମଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ନିର୍ବାଚନ ପର୍ଯ୍ୟବେକ୍ଷକ ଓ ଜିଲ୍ଲାପାଳଙ୍କୁ ଅବଗତ କରାଇଛି ବୋଲି ମାଜିଷ୍ଟ୍ରେଟ୍‌ କହିଛନ୍ତି। ମାତ୍ର ଗାଡିରୁ ଟଙ୍କା ମିଳିବା ଘଟଣାକୁ ଗୌରତ ଖଣ୍ଡନ କରିଛନ୍ତି। ଏହା ବିରୋଧୀଙ୍କ ଚାଲ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story