ନବୀନଙ୍କୁ ସମାଲୋଚନା କଲେ ଲେଖାଶ୍ରୀ ,କହିଲେ ପୁଣି ହଡ଼ପ କରିନେଲେ କେନ୍ଦ୍ରୀୟ ଯୋଜନା , ପଢନ୍ତୁ ଭିତରେ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବିଜେଡି ଫୋକସରେ ପଶ୍ଟିମ ଓଡିଶା। ବିଜେପୁରରେ ବିପୁଳ ବିଜୟ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେପୁର ଗସ୍ତରେ ଯାଇଥିଲେ। ଏହି ଅବସରରେ ସେ ୨୦ ଟି ପ୍ରକଳ୍ପର ଶୁଭାରମ୍ଭ କରିବା ସହ ବିଜୁ ଏକ୍ସପ୍ରେସ ୱେର  ଲୋକାପର୍ଣ କରିଛନ୍ତି। ତେବେ ବିଜୁ ଏକ୍ସପ୍ରେସୱେ ଲୋକାପର୍ଣ କାର୍ଯ୍ୟକ୍ରମକୁ କଡ଼ା ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର । ବିଜୁ ଏକ୍ସପ୍ରେସ ୱେ ଏକ କେନ୍ଦ୍ରୀୟ ଯୋଜନା […]

k-999

k-999

Rakesh Mallick
  • Published: Monday, 12 March 2018
  • Updated: 12 March 2018, 10:02 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବିଜେଡି ଫୋକସରେ ପଶ୍ଟିମ ଓଡିଶା। ବିଜେପୁରରେ ବିପୁଳ ବିଜୟ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେପୁର ଗସ୍ତରେ ଯାଇଥିଲେ। ଏହି ଅବସରରେ ସେ ୨୦ ଟି ପ୍ରକଳ୍ପର ଶୁଭାରମ୍ଭ କରିବା ସହ ବିଜୁ ଏକ୍ସପ୍ରେସ ୱେର  ଲୋକାପର୍ଣ କରିଛନ୍ତି। ତେବେ ବିଜୁ ଏକ୍ସପ୍ରେସୱେ ଲୋକାପର୍ଣ କାର୍ଯ୍ୟକ୍ରମକୁ କଡ଼ା ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର । ବିଜୁ ଏକ୍ସପ୍ରେସ ୱେ ଏକ କେନ୍ଦ୍ରୀୟ ଯୋଜନା ହୋଇଥିବା ବେଳେ ନବୀନ କେବଳ ନାମ ପରିବର୍ତ୍ତନ କରି ବାଃ ବାଃ ନେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ଲେଖାଶ୍ରୀ ତାଙ୍କ ଫେସବୁକ୍‌ ଆକାଉଣ୍ଟରେ ଏକ ପୋଷ୍ଟ ଅପଲୋଡ଼ କରିଛନ୍ତି।

ସେ ଲେଖଛନ୍ତି ଯେ, କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ନିଜ ନାମ ରେ କରିବା ନବୀନ ବାବୁଙ୍କ ପୁରୁଣା ରୋଗ । ନବୀନ ପୁଣି ଥରେ ଯୋଜନା ଚୋରି କରିଛନ୍ତି। ଜାତୀୟ ରାଜପଥକୁ ସେ ବିଜୁ ଏକ୍ସପ୍ରେସ ୱେ ନାଁ  ଦେଇଛନ୍ତି ବୋଳି ସେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story