ଲିମକା ରେକର୍ଡରେ ସ୍ଥାନ ପାଇଲା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ପୁରୀ: ଲିମକା ବୁକ୍ ଅପ୍ ରେକର୍ଡସରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ସ୍ଥାନ ପାଇଛି।  ବଡଦିନ ଅବସରରେ ସୁଦର୍ଶନ ଓ ତାଙ୍କ ଇନଷ୍ଟିଚ୍ୟୁଟର ୨୦ ଜଣ ପିଲାମାନେ ବାଲିରେ ୪୫ ଫୁଟ ଉଚ୍ଚତାର ସାନ୍ତାକ୍ଳଜ ନିର୍ମାଣ କରିଥିଲେ। ଲିମକା ବୁକ୍ ଅଫ ରେକର୍ଡସର ସମ୍ପାଦକ ଆର୍ଥି ମୁଥାନା ସିଂହ ଆନୁଷ୍ଠାନିକ ଭାବେ ଏହି ଘୋଷଣା କରିଛନ୍ତି। ୨୦୦୮ରେ ନିଜେ କରିଥିବା ରେକର୍ଡକୁ ନିଜେ ସୁଦର୍ଶନ ହିଁ ଭାଙ୍ଗିଥିବା ମୁଥାନା କହିଛନ୍ତି। ଆଠ ଥର […]

puri

puri

Rakesh Mallick
  • Published: Wednesday, 30 December 2015
  • Updated: 30 December 2015, 04:05 AM IST

Sports

Latest News

ପୁରୀ: ଲିମକା ବୁକ୍ ଅପ୍ ରେକର୍ଡସରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ସ୍ଥାନ ପାଇଛି।  ବଡଦିନ ଅବସରରେ ସୁଦର୍ଶନ ଓ ତାଙ୍କ ଇନଷ୍ଟିଚ୍ୟୁଟର ୨୦ ଜଣ ପିଲାମାନେ ବାଲିରେ ୪୫ ଫୁଟ ଉଚ୍ଚତାର ସାନ୍ତାକ୍ଳଜ ନିର୍ମାଣ କରିଥିଲେ। ଲିମକା ବୁକ୍ ଅଫ ରେକର୍ଡସର ସମ୍ପାଦକ ଆର୍ଥି ମୁଥାନା ସିଂହ ଆନୁଷ୍ଠାନିକ ଭାବେ ଏହି ଘୋଷଣା କରିଛନ୍ତି।

୨୦୦୮ରେ ନିଜେ କରିଥିବା ରେକର୍ଡକୁ ନିଜେ ସୁଦର୍ଶନ ହିଁ ଭାଙ୍ଗିଥିବା ମୁଥାନା କହିଛନ୍ତି। ଆଠ ଥର ଲିମକା ବୁକ ଅଫ୍ ରେକର୍ଡସରେ ସ୍ଥାନ ପାଇଥିବା ସୁଦର୍ଶନଙ୍କର ଏହା ନବମ ରେକର୍ଡ। ଏହି ବିରାଟ ବାଲୁକା କଳା ନୂଆବର୍ଷ ପର୍ଯ୍ୟନ୍ତ ସୁମଦ୍ରକୂଳରେ ପର୍ଯ୍ୟଟକଙ୍କ ପାଇଁ ରହିବ।  ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକ ଏହାକୁ ବୁଲି ଦେଖୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story