ଲକ୍‌ଡାଉନ୍‌ରେ ଚାଲାଣ ହେଉଥିଲା ମଦ; ଧରିଲା ପୁଲିସ୍‌

ଧର୍ମଗଡ଼ (ଇଙ୍ଗିତ୍‌ ପଣ୍ଡା): କଳାହାଣ୍ଡି ଜିଲ୍ଲାରେ ଗତକାଲି ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ୍ ବିପୁଳ ପରିମାଣର  ମଦ ଜବତ କରିଛି। ଏହି ଘଟଣାରେ ପୁଲିସ୍‌ ଛଅ ଜଣଙ୍କୁ ଗିରଫ କରିଛି। ଲକ୍‌ଡାଉନ୍‌ ସମୟରେ ନବରଙ୍ଗପୁରରୁ କଳାହାଣ୍ଡିକୁ ଚୋରା ମଦ ଚାଲାଣ ହେଉଥିବା ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇଥିଲା।  ଏହାପରେ ଗତକାଲି ଜୟପାଟଣା , ଜୁନାଗଡ଼ ଓ ଆମପାଣି ଥାନା ଅଧିନରେ ଥିବା ବିଭିନ୍ନ ଗାଁରେ ଚଢ଼ଉ କରି ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ […]

8000

8000

Tapaswini Nayak
  • Published: Monday, 06 April 2020
  • Updated: 06 April 2020, 12:13 PM IST

Sports

Latest News

ଧର୍ମଗଡ଼ (ଇଙ୍ଗିତ୍‌ ପଣ୍ଡା): କଳାହାଣ୍ଡି ଜିଲ୍ଲାରେ ଗତକାଲି ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ୍ ବିପୁଳ ପରିମାଣର  ମଦ ଜବତ କରିଛି। ଏହି ଘଟଣାରେ ପୁଲିସ୍‌ ଛଅ ଜଣଙ୍କୁ ଗିରଫ କରିଛି।

ଲକ୍‌ଡାଉନ୍‌ ସମୟରେ ନବରଙ୍ଗପୁରରୁ କଳାହାଣ୍ଡିକୁ ଚୋରା ମଦ ଚାଲାଣ ହେଉଥିବା ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇଥିଲା।  ଏହାପରେ ଗତକାଲି ଜୟପାଟଣା , ଜୁନାଗଡ଼ ଓ ଆମପାଣି ଥାନା ଅଧିନରେ ଥିବା ବିଭିନ୍ନ ଗାଁରେ ଚଢ଼ଉ କରି ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story