ଦୁର୍ଘଟଣାରେ ଶିଶୁପୁତ୍ରର ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ବାଲିଗୁଡ଼ା(ଅଜିତ ନାୟକ): ବୋଲେରୋ ଧକ୍କାରେ ୫ବର୍ଷର ଶିଶୁ ପୁତ୍ରର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା-ରାଇକିଆ ମୁଖ୍ୟରାସ୍ତାରେ କାଠ, ପଥର ପକାଇ ପକାଇ ରାସ୍ତାରୋକ କରିଛନ୍ତି। କ୍ଷତିପୂରଣ ଦାବି ସହ ଦୁର୍ଘଟଣା ଘଟାଇଥିବା ଗାଡ଼ି ଡ୍ରାଇଭର ଗିରଫ ଦାବି କରିଛନ୍ତି।  ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଜିଡୁବାଡି ଗାଁର ସୁଶୀଲ ପ୍ରଧାନଙ୍କ ୫ବର୍ଷର ପୁଅ ରାସ୍ତାରେ ଯାଉଥିବା ବେଳେ ଗୋଟିଏ ବୋଲେରୋ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। […]

baliguda

baliguda

Tapaswini Nayak
  • Published: Monday, 26 October 2020
  • Updated: 26 October 2020, 09:15 AM IST

Sports

Latest News

ବାଲିଗୁଡ଼ା(ଅଜିତ ନାୟକ): ବୋଲେରୋ ଧକ୍କାରେ ୫ବର୍ଷର ଶିଶୁ ପୁତ୍ରର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା-ରାଇକିଆ ମୁଖ୍ୟରାସ୍ତାରେ କାଠ, ପଥର ପକାଇ ପକାଇ ରାସ୍ତାରୋକ କରିଛନ୍ତି। କ୍ଷତିପୂରଣ ଦାବି ସହ ଦୁର୍ଘଟଣା ଘଟାଇଥିବା ଗାଡ଼ି ଡ୍ରାଇଭର ଗିରଫ ଦାବି କରିଛନ୍ତି। 

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଜିଡୁବାଡି ଗାଁର ସୁଶୀଲ ପ୍ରଧାନଙ୍କ ୫ବର୍ଷର ପୁଅ ରାସ୍ତାରେ ଯାଉଥିବା ବେଳେ ଗୋଟିଏ ବୋଲେରୋ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଆହତ ଶିଶୁପୁତ୍ରକୁ ପରିବାର ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପ୍ରକାଶ ପାଇବା ପରେ ଆଜି ସକାଳେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକେ କ୍ଷତିପୂରଣ ଓ ଗାଡ଼ି ଡ୍ରାଇଭର ଗିରଫ ଦାବିରେ ଶବ ରଖି ରାଇକିଆ- ବାଲିଗୁଡା ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ରାଇକିଆ ଓ ବଲିଗୁଡା ମଧ୍ୟରେ ଗାଡି ଚଳାଚଳ ଠପ୍‌ ହୋଇଯାଇଛି। ଖବର ପାଇ ସାରଂଗଡ଼ ପୁଲିସ ବୋଲେରୋ ମାଲିକକୁ ଅଟକ ରଖିଛି। ଅନ୍ୟପକ୍ଷରେ ଗାଡ଼ି ଡ୍ରାଇଭର ଏବେ ସୁଦ୍ଧା ଫେରାର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story