ରାଜ୍ୟରେ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରିବାକୁ ଦାବି କଲେ ନରସିଂହ

ଭୁବନେଶ୍ୱର: ପର୍ସେଣ୍ଟଜ୍ (ପିସି) ବନ୍ଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଚିଠି ଲେଖିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଯଦି ନବୀନ ଏହି ପ୍ରସଙ୍ଗକୁ ଗୁରୁତର ସହ ନେଉଛନ୍ତି ତା’ହେଲେ ରାଜ୍ୟରେ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରନ୍ତୁ। ଏ ଦିଗରେ ପଦକ୍ଷେପ ନ ନେଲେ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ କେବଳ ରାଜନୈତିକ ସ୍ଲୋଗାନ ହୋଇ ରହିଯିବ। ଗତ ୧୨ ତାରିଖରେ ଜିଲ୍ଲାପାଳ କର୍ମଶାଳାରେ ପିସି ବନ୍ଦ ପାଇଁ ନବୀନ ପଟ୍ଟନାୟକ […]

Narasingh-Mishra-750x430

Narasingh-Mishra-750x430

Rakesh Mallick
  • Published: Wednesday, 14 June 2017
  • Updated: 14 June 2017, 06:45 PM IST

Sports

Latest News

ଭୁବନେଶ୍ୱର: ପର୍ସେଣ୍ଟଜ୍ (ପିସି) ବନ୍ଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଚିଠି ଲେଖିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଯଦି ନବୀନ ଏହି ପ୍ରସଙ୍ଗକୁ ଗୁରୁତର ସହ ନେଉଛନ୍ତି ତା’ହେଲେ ରାଜ୍ୟରେ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରନ୍ତୁ। ଏ ଦିଗରେ ପଦକ୍ଷେପ ନ ନେଲେ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ କେବଳ ରାଜନୈତିକ ସ୍ଲୋଗାନ ହୋଇ ରହିଯିବ।

ଗତ ୧୨ ତାରିଖରେ ଜିଲ୍ଲାପାଳ କର୍ମଶାଳାରେ ପିସି ବନ୍ଦ ପାଇଁ ନବୀନ ପଟ୍ଟନାୟକ କଡା ତାଗିଦ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story