ଗୋଟିଏ ଗୁଳିରେ ଦୁଇଟି ଶିକାର ଲକ୍ଷ୍ୟରେ ସମବାୟ ବିଭାଗ: ପଞ୍ଚାୟତ ନୋଟିସ୍ ବୋର୍ଡରେ ଲାଗିବ ଋଣୀ ଚାଷୀଙ୍କ ନାଁ

ଭୁବନେଶ୍ୱର: କେବଳ କୃଷି ପାଇଁ ହିଁ କୃଷିଋଣ। ଚାଷ ପାଇଁ ଋଣ ନେଇ ଅନ୍ୟତ୍ର ଲଗାଉଥିବା ଚାଷୀଙ୍କୁ ଚେକ୍ ଦେବାକୁ ସମବାୟ ବିଭାଗ ଅଣ୍ଟା ଭିଡିଛି। ଗୋଟିଏ ଗୁଳିରେ ଦୁଇଟି ଶିକାର ଲକ୍ଷ୍ୟରେ ଋଣ ଜାଲିଆତି ରୋକିବା ଏବଂ ଚାଷୀଙ୍କୁ ସେମାନଙ୍କ ଋଣ ସଂପର୍କରେ ସଚେତନ କରିବା ପାଇଁ ବିଭାଗ ଜାରି କରିଛି ନୂଆ ନିର୍ଦ୍ଦେଶନାମା। ନିର୍ଦ୍ଦେଶନାମା ଅନୁସାରେ ଏଣିକି ପଞ୍ଚାୟତ ନୋଟିସ୍ ବୋର୍ଡରେ ଲାଗିବ ଋଣୀ ଚାଷୀଙ୍କ ନାଁ। ସୋସାଇଟି କିମ୍ବା ପଞ୍ଚାୟତ ଅଫିସ୍ ନୋଟିସ୍ […]

farmer

farmer

Rakesh Mallick
  • Published: Sunday, 24 September 2017
  • Updated: 24 September 2017, 09:11 PM IST

Sports

Latest News

ଭୁବନେଶ୍ୱର: କେବଳ କୃଷି ପାଇଁ ହିଁ କୃଷିଋଣ। ଚାଷ ପାଇଁ ଋଣ ନେଇ ଅନ୍ୟତ୍ର ଲଗାଉଥିବା ଚାଷୀଙ୍କୁ ଚେକ୍ ଦେବାକୁ ସମବାୟ ବିଭାଗ ଅଣ୍ଟା ଭିଡିଛି। ଗୋଟିଏ ଗୁଳିରେ ଦୁଇଟି ଶିକାର ଲକ୍ଷ୍ୟରେ ଋଣ ଜାଲିଆତି ରୋକିବା ଏବଂ ଚାଷୀଙ୍କୁ ସେମାନଙ୍କ ଋଣ ସଂପର୍କରେ ସଚେତନ କରିବା ପାଇଁ ବିଭାଗ ଜାରି କରିଛି ନୂଆ ନିର୍ଦ୍ଦେଶନାମା। ନିର୍ଦ୍ଦେଶନାମା ଅନୁସାରେ ଏଣିକି ପଞ୍ଚାୟତ ନୋଟିସ୍ ବୋର୍ଡରେ ଲାଗିବ ଋଣୀ ଚାଷୀଙ୍କ ନାଁ।

ସୋସାଇଟି କିମ୍ବା ପଞ୍ଚାୟତ ଅଫିସ୍ ନୋଟିସ୍ ବୋର୍ଡରେ ଲାଗିବ ଋଣୀ ଚାଷୀଙ୍କ ତାଲିକା। ନିର୍ଦ୍ଦିଷ୍ଟ ଫସଲ ପାଇଁ କେଉଁ ଚାଷୀ କେତେ ଋଣ ନେଇଛନ୍ତି, କେବେ ସୁଧ ପରିଶୋଧ ତାରିଖ ରହିଛି, କେତେ ପରିଶୋଧ ହୋଇଛି ତାହାର ଟିକିନିଖି ହିସାବ ଋଣୀ ଚାଷୀଙ୍କ ତାଲିକାରେ ରହିବ।

ଏସବୁର ଟିକିନିଖି ବିବରଣୀ ଚାଷୀଙ୍କ ନାଁରେ ଋଣ ହଡ଼ପ କରୁଥିବା ଲୋକଙ୍କ ପାଇଁ ସତର୍କ ଘଣ୍ଟି ବଜାଇବା ଲାଗି। ଏଭଳି ନିଷ୍ପତ୍ତି ନେଇଛି ସମବାୟ ବିଭାଗ। ରାଜ୍ୟର ସମସ୍ତ କେନ୍ଦ୍ରୀୟ କୋ-ଅପରେଟିଭ୍ ବ୍ୟାଙ୍କ ଓ ସମବାୟ ସଂପର୍କତି ଅଧିକାରୀଙ୍କୁ ସମବାୟ ସମିତିର ରେଜିଷ୍ଟ୍ରାର ଲେଖିଥିବା ଚିଠିରେ ଗ୍ରାମଓ୍ୱାରୀ ସବୁ ଚାଷୀଙ୍କ ଋଣ ସଂକ୍ରାନ୍ତ ଟିକିନିଖି ହିସାବ ଯେଭଳି ପ୍ୟାକ୍ସ କିମ୍ବା ଶାଖାର ନୋଟିସ୍ ବୋର୍ଡକୁ ଆସିବ, ତାହା ସୁନିଶ୍ଚିତ କରିବାକୁ କଡ଼ା ନିର୍ଦ୍ଦେଶ ରହିଛି।

ଧାନ ବିକ୍ରି ଏବଂ ଋଣ ଜାଲିଆତି ଉଦ୍ଦେଶ୍ୟରେ ଏଭଳି କରାଯାଇଥିବା ସନ୍ଦେହରେ ଅଧିକାରୀଙ୍କୁ ସତର୍କ କରିଛି ବିଭାଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story