ବିଧାୟକଙ୍କ ଗାଡିରୁ ଲୁଟ୍‌

ଭୁବନେଶ୍ୱର: ବିଧାୟକ ବ୍ୟୋମକେଶ ରାୟଙ୍କ ଗାଡିରୁ ଲୁଟ୍‌ ହୋଇଛି। ଦୁର୍ବୃତ୍ତ ଡ୍ରାଇଭରକୁ ଅନ୍ୟମନସ୍କ କରାଇ ଗାଡିରେ ଥିବା ୪୫ ହଜାର ଟଙ୍କା, ଫ୍ୟାଣ୍ଟସାର୍ଟ ଲୁଟି ନେଇଥିବା ବ୍ୟୋମକେଶ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ବିଜେଡିର ଶାନ୍ତି ଶୋଭାଯାତ୍ରାରେ ଯୋଗ ଦେଇଥିବା ବେଳେ ଏହି ଲୁଟ ହୋଇଛି ବୋଲି ସେ କହିଛନ୍ତି। ଆଜି ସନ୍ଧ୍ୟାରେ ବିଜେଡି ପକ୍ଷରୁ ଭଦ୍ରକରେ ଶାନ୍ତି ଫେରାଇ ଆଣିବାକୁ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ମାଷ୍ଟର କ୍ୟାଣ୍ଟିନ ଛକରେ ବିଧାୟକଙ୍କ ଗାଡି ରହିଥିଲା। ଗାଡିରେ […]

mla

mla

Rakesh Mallick
  • Published: Monday, 10 April 2017
  • Updated: 10 April 2017, 11:26 PM IST

Sports

Latest News

ଭୁବନେଶ୍ୱର: ବିଧାୟକ ବ୍ୟୋମକେଶ ରାୟଙ୍କ ଗାଡିରୁ ଲୁଟ୍‌ ହୋଇଛି। ଦୁର୍ବୃତ୍ତ ଡ୍ରାଇଭରକୁ ଅନ୍ୟମନସ୍କ କରାଇ ଗାଡିରେ ଥିବା ୪୫ ହଜାର ଟଙ୍କା, ଫ୍ୟାଣ୍ଟସାର୍ଟ ଲୁଟି ନେଇଥିବା ବ୍ୟୋମକେଶ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ବିଜେଡିର ଶାନ୍ତି ଶୋଭାଯାତ୍ରାରେ ଯୋଗ ଦେଇଥିବା ବେଳେ ଏହି ଲୁଟ ହୋଇଛି ବୋଲି ସେ କହିଛନ୍ତି।

ଆଜି ସନ୍ଧ୍ୟାରେ ବିଜେଡି ପକ୍ଷରୁ ଭଦ୍ରକରେ ଶାନ୍ତି ଫେରାଇ ଆଣିବାକୁ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ମାଷ୍ଟର କ୍ୟାଣ୍ଟିନ ଛକରେ ବିଧାୟକଙ୍କ ଗାଡି ରହିଥିଲା। ଗାଡିରେ ଡ୍ରାଇଭର ଥିଲେ। ଲୁଟେରାମାନେ ଗାଡି ଆଗରେ ଟଙ୍କା ପକାଇ ଡ୍ରାଇଭରଙ୍କୁ ଅନ୍ୟମନସ୍କ କରାଇଥିଲେ। ଡ୍ରଇଭର ଗାଡିରୁ ଓହ୍ଲାଇବା ପରେ ସେମାନେ ଲୁଟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story