ମହିଳାଙ୍କୁ ଆକ୍ରମଣ କରି ଲୁଟ୍

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତଳଗାଁରେ ଗତକାଲି ବିଳମ୍ୱିତ ରାତିରେ ଏକାଧିକ ଘରେ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଆରତି ସ୍ୱାଇଁ ନାମକ ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିବା ସହ ସୁନାଗହଣା ଓ ଟଙ୍କା ଲୁଟି ନେଇଛନ୍ତି। ସେମାନେ ଆରତିଙ୍କ ଶିଡ଼ି ଘର କବାଟ ଭାଙ୍ଗି ଭିତରେ ପଶି ଥିଲେ। ଆରତି ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଗାଁର ଆଉ […]

loot

loot

Rakesh Mallick
  • Published: Wednesday, 01 November 2017
  • Updated: 01 November 2017, 11:36 AM IST

Sports

Latest News

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତଳଗାଁରେ ଗତକାଲି ବିଳମ୍ୱିତ ରାତିରେ ଏକାଧିକ ଘରେ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଆରତି ସ୍ୱାଇଁ ନାମକ ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିବା ସହ ସୁନାଗହଣା ଓ ଟଙ୍କା ଲୁଟି ନେଇଛନ୍ତି। ସେମାନେ ଆରତିଙ୍କ ଶିଡ଼ି ଘର କବାଟ ଭାଙ୍ଗି ଭିତରେ ପଶି ଥିଲେ। ଆରତି ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ଗାଁର ଆଉ ଦୁଇଟି ଘରୁ ମଧ୍ୟ ଚୋରି ହୋଇଛି। ଗାଁର ଧଡ଼ି ବାରିକ ଓ ରମେଶ ପଟ୍ଟନାୟକଙ୍କ ଘରୁ ଏମାନେ ଲୁଟି ଥିବା ବାକ୍ସ ଓ ଆଟାଚିକୁ ବିଲରେ ପକାଇ ଚାଲି ଯାଇଛନ୍ତି।

ପୋଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story